Chandra Grahan 2023: ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ଛତିଶା ନିଯୋଗ ପରେ ସମୟ ଧାର୍ଯ୍ୟ..

Chandra Grahan 2023:ଅକ୍ଟୋବର ୨୮ ତାରିଖ ଅର୍ଥାତ କୁମାର ପୂର୍ଣ୍ଣିମାରେ ପଡ଼ୁଛି ପୂର୍ଣ୍ଣିମାରେ ପଡ଼ୁଛି ଚନ୍ଦ୍ର ଗ୍ରହଣ (chandra grahan 2023) । ଏନେଇ ପୁରୀ ଶ୍ରୀମନ୍ଦିରରେ (Puri Jagannath Temple) ଅନୁଷ୍ଠିତ ହେବ ସ୍ବତନ୍ତ୍ର ନୀତିକାନ୍ତି । ସୂଚନା ଅନୁଯାୟୀ, ଚଳିତ ବର୍ଷ କୁମାର ପୂର୍ଣ୍ଣିମା ଦିନ ରାହୁଗ୍ରସ୍ତ ଖଣ୍ତ ଗ୍ରାସ ଚନ୍ଦ୍ର ଗ୍ରହଣ (Chandra grahan 2023) ପଡୁଥିବାରୁ ଏନେଇ ଶ୍ରୀମନ୍ଦିରରେ (Srimandir) ଅନୁଷ୍ଠିତ ହେବ ସ୍ବତନ୍ତ୍ର ନୀତି।

 Chandra Grahan 2023: ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ଛତିଶା ନିଯୋଗ ପରେ ସମୟ ଧାର୍ଯ୍ୟ..

About the Author