Odisha News: ଆଗତ ହେଲା ରାଜ୍ୟ ବଜେଟ, ଶିକ୍ଷା ବିଭାଗକୁ ଗୁରୁତ୍ତ୍ୱ

ଆଜି ଅପରାହ୍ଣରେ ମଧ୍ୟବର୍ତ୍ତିକାଳୀନ ବଜେଟ ଉପସ୍ଥାପିତ କରିଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ବଜେଟ ଉପସ୍ଥାପନ ସମୟରେ ସରକାରଙ୍କ ସଫଳତା ସମ୍ପର୍କରେ କହିଥିଲେ ଅର୍ଥମନ୍ତ୍ରୀ। ଏହା ସହିତ ଅଭିବୃଦ୍ଧି ହାର ୭.୨୫ ପ୍ରତିଶତ ରହିଥିବା ନେଇ ସୂଚନା ପ୍ରଦାନ କରିଥିଲେ। ଏହି ଅଭିବୃଦ୍ଧି ହାର ଜାତୀୟ ହାର ଠାରୁ ୧ ପ୍ରତିଶତ ଅଧିକ ରହିଥିବା ନେଇ ଅର୍ଥମନ୍

Odisha News: ଆଗତ ହେଲା ରାଜ୍ୟ ବଜେଟ, ଶିକ୍ଷା ବିଭାଗକୁ ଗୁରୁତ୍ତ୍ୱ

About the Author