Odisha News: ଶିଶୁ ମହୋତ୍ସବ ''ସୁରଭି ''ଓ ଓଡିଶା ମିଲେଟ ପ୍ରତିଯୋଗିତା ୨୦୨୪ ଅନୁଷ୍ଠିତ

Odisha News: ସଭାପତି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ସମଗ୍ର ଶିକ୍ଷାର ଜିଲ୍ଲା ପ୍ରକଳ୍ପ ସଂଯୋଜକ ନିରଞ୍ଜନ ବେହେରା ''ସୁରଭି ''କୁ ପିଲାମାନଙ୍କ ପାଇଁ ଦୁନିଆ ଦେଖିବାର ବଡ ଝରକା ବୋଲି ସମ୍ବୋଧନ କରି ଏଥିରେ ଅୟୋଜିତ ବିଭିନ୍ନ ପ୍ରତିଯୋଗୀତାରେ ଭାଗନେଇ ଜୀବନ ରେ ଉନ୍ନତି କରିବା ପାଇଁ କହିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରାଜ୍ୟଶ୍ରୀ ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପରେଶ୍ ପାତ୍ର, ଜଗତସିଂହପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ମିହିର କୁମାର ପାଲ ଯୋଗଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ।

Odisha News: ଶିଶୁ ମହୋତ୍ସବ ''ସୁରଭି ''ଓ ଓଡିଶା ମିଲେଟ ପ୍ରତିଯୋଗିତା ୨୦୨୪ ଅନୁଷ୍ଠିତ

About the Author