Puri Sri Jagannath Temple: ପୁରୀରେ ମୋହନ ସରକାର, ଖୋଲିଲା ଶ୍ରୀମନ୍ଦିରର ୪ ଦ୍ୱାର

ଭୁବନେଶ୍ୱର: ରାଜ୍ୟରେ ଶାସନ କରିବାକୁ ଶପଥ ନେଇଥିବା ମୋହନ ମାଝିଙ୍କ ସରକାରକୁ ପ୍ରଥମ ଦିନରେ ପୁରୀରେ ଦେଖିବାକୁ ମିଳିଛି। ଆଜି ସକାଳେ ମୁଖ୍ୟମନ୍ତ୍ରୀଙ୍କ ସମେତ ଦୁଇ ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରିମଣ୍ଡଳ ସଦସ୍ୟ ପୁରୀରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ରାଜ୍ୟ କ୍ୟାବିନେଟର ପ୍ରଥମ ବୈଠକରେ ନିଷ୍ପତ୍ତିକୁ କାର୍ଯ୍ୟକାର

Puri Sri Jagannath Temple: ପୁରୀରେ ମୋହନ ସରକାର, ଖୋଲିଲା ଶ୍ରୀମନ୍ଦିରର ୪ ଦ୍ୱାର

About the Author