କଟକ ନୂଆବଜାର ଛକରେ ଟ୍ରକ୍ ଧକ୍କା: ମହିଳା ମୃତ, ୨ ଗୁରୁତର

ସ୍କୁଟି ସହ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ମହିଳାଙ୍କର ମୃତ୍ୟୁ ହେବା ସହ ମହିଳାଙ୍କ ସ୍ୱାମୀ ଏବଂ ଝିଅ ଗୁରୁତର ଆହତ ହୋଇଛନ୍ତି । ନୂଆବଜାର ଛକ ନିକଟରେ ଏପରି ଏକ ମର୍ମନ୍ତୁତ ଦୁର୍ଘଟଣା ଘଟିଛି ।

କଟକ ନୂଆବଜାର ଛକରେ ଟ୍ରକ୍ ଧକ୍କା: ମହିଳା ମୃତ, ୨ ଗୁରୁତର

About the Author