Odisha News: ଓଡ଼ିଆ ଭାଷା ସମ୍ମିଳନୀର ଶେଷ ଦିନରେ ଅନଲାଇନ ମାଧ୍ୟମରେ ଯୋଡ଼ି ହେଲେ ଭିସୁଟ୍ ଛାତ୍ରଛାତ୍ରୀ

World Odia Language Conference: ସୋମବାର ପୂର୍ବାହ୍ନ ୧୧ଟାରୁ ୨ଟା ମଧ୍ଯରେ ବିଜୁ ପଟ୍ଟନାୟକ୍ ଇ-ଲର୍ନିଙ୍ଗ ସେଣ୍ଟର୍ ରେ "ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ" ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭିସୁଟ୍ ର ୧୪୦ ଜଣ ୟୁଜି (UG) ଏବଂ ପିଏଜଡ଼ି (PhD) ଛାତ୍ରଛାତ୍ରୀ ଅନଲାଇନରେ ଅଂଶଗ୍ରହଣ କରିଥିଲେ।

Odisha News: ଓଡ଼ିଆ ଭାଷା ସମ୍ମିଳନୀର ଶେଷ ଦିନରେ ଅନଲାଇନ ମାଧ୍ୟମରେ ଯୋଡ଼ି ହେଲେ ଭିସୁଟ୍ ଛାତ୍ରଛାତ୍ରୀ

About the Author