Odisha news
ବିକାଶ ନାମରେ ଜୀବନ-ଜିବିକାର ବିନାଶ ଓ ବିପର୍ଯ୍ୟୟର ଅନ୍ୟ ନାମ ଲୋୟର ସୁକତେଲ୍ ନଦୀବନ୍ଧ ପ୍ରକଳ୍ପ
Odisha News: ଲୋୟର ସୁକତେଲ୍ ବୁଡ଼ି ଅଞ୍ଚଳ ସଙ୍ଗ୍ରାମ ସମିତିର ଆନ୍ଦୋଳନକୁ ଦୃଢ଼ ହସ୍ତରେ ଦମନ କରିବା ସହିତ ତରବରିଆ ଭାବେ ଡ୍ୟାମରେ ପାଣି ଛାଡି ଗାଁ ଗଣ୍ଡା ବୁଡାଇ ଦେଇ ଲୋକଙ୍କୁ ବାସଚ୍ୟୁତ ହେବାକୁ ବାଧ୍ୟ କରିବା ତତ୍କାଳୀନ ସରକାରଙ୍କ ନିଷ୍ଠୁରତାକୁ ଯେତେ ନିନ୍ଦା କଲେ ମଧ୍ୟ କମ୍ ହେବ।
Dec 11,2024, 12:25 PM IST
Sambalpur News
Sambalpur News: ବୁର୍ଲା ଭିମସାରରୁ ପିଲା ଚୋରି ଘଟଣାର ସତ କାହାଣୀ, 'ସମାଜର ଟାହି ଟାପରା ବନେଇଥିଲ
Sambalpur News: ସେ ତାର ପୁରାତନ ପ୍ରେମିକା ସହିତ ଘର ସଂସାର କରିବା ପାଇଁ ନିଷ୍ପତି ନେଲା ଓ ପରିବାର ସହମିତି ରେ ଅରୁଣ ପୁଣି ବିବାହ କଲା ତାର ପୁରୁଣା ପ୍ରେମିକା କୁ । କିଛି ବର୍ଷ ମଧ୍ୟ ରେ ମହିଳା ଜଣଙ୍କ ଗର୍ଭବତୀ ହେଉଥିବା ସତ୍ୱେ କୌଣସି କାରଣବଶତଃ ତାଙ୍କର ଗର୍ଭ ନଷ୍ଟ ହେଇ ଯାଉଥିଲା । ପିଲାପିଲି ନ ହେବାରୁ ପରିବାର ଲୋକ ତଥା ସାହି ପଡିଶା ଙ୍କର ଟାହି ଟାପରା ତାଙ୍କୁ ମାନସିକ ସ୍ତରରେ ଦୁର୍ବଳ କରିଦେଲା ।
Nov 29,2024, 19:18 PM IST
Odisha News: ସମ୍ବଲପୁର ହାଟପଦାରେ ଅଗ୍ନିକାଣ୍ତ, ଜଳିଗଲେ ମାଆ ଓ ଝିଅ
Odisha News: ସମ୍ବଲପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ମାନେଶ୍ଵର ଗାଁର ହାଟପଦା ଠାରେ ଏକ ଘର ଭିତରେ ନିଆଁ ଲାଗିଯିବାରୁ ମାଆ ଓ ଝିଅ ଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହା ସହ ଘଟଣା ସ୍ଥଳରେ ପହଞ୍ଚିଛି ସାଇଣ୍ଟିଫିକ ଟିମ ।
Nov 7,2024, 8:59 AM IST
Odisha News: ବ୍ରିଜ୍ ଉପରେ ସାଇକେଲ୍ ସହ ଖାତାବହି ରଖିଲେ, ପରେ ନଦୀକୁ ଡେଇଁ....
Odisha News: ଅଶୁଭ ଶନିବାର। ମହାନଦୀକୁ ଡେଇଁଲେ ନବମ ଶ୍ରେଣୀ ଛାତ୍ରୀ। ଆଜି ସକାଳ ୬. ୪୫ ମିନିଟ ସମୟରେ ମହାନଦୀ କୁ ଡେଇଁ ପଡିଛନ୍ତି ଜଣେ ନବମ ଶ୍ରେଣୀ ଛାତ୍ରୀ ।
Aug 24,2024, 11:36 AM IST
Odisha News: ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କୁ ଭେଟିଲେ ପୂର୍ବତନ ରେଙ୍ଗାଲି ବିଧାୟକ
Odisha News: ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କୁ ଭେଟିଲେ ପୂର୍ବତନ ରେଙ୍ଗାଲି ବିଧାୟକ ନାଉରି ନାୟକ। ରେଙ୍ଗାଲି ପି.ଏଚ.ସି କୁ ସି.ଏଚ.ସି ରେ ଉନ୍ନୀତ କରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କୁ ଦାବି କରିଛନ୍ତି ନାଉରି।
Aug 7,2024, 13:17 PM IST
Suresh Pujari
Suresh Pujari: ହୀରାକୁଦ ବନ୍ଧ ପରିଚାଳନା ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସମୀକ୍ଷା ବୈଠକ
ଏହା ସହ ହୀରାକୁଦ ଡ୍ଯାମରୁ ଜଳ ନେଇ ଜଳକର ଦେଉ ନ ଥିବା କର ମଧ୍ଯ ଆଦାୟ ପାଇଁ ନୋଟିସ ହେବ ବୋଲି ମନ୍ତ୍ରୀ ଜିଲ୍ଲାପାଳ ତଥା ଉପଜିଲ୍ଲାପାଳଙ୍କୁ କହିଛନ୍ତି। ଏହା ସହ ହୀରାକୁଦ ହୀରାକୁଦରୁ ସଫା ପାଣି ନେଇ ହୀରାକୁଦ ଜଳ ଭଣ୍ଡାରକୁ ବର୍ଯ୍ଯବସ୍ତୁ ଛାଡୁଥିଲେ କମ୍ପାନୀ ମାନଙ୍କ ଉପରେ କାର୍ଯ୍ଯାନୁଷ୍ଠାନ ନେବା ଓ ତଦାରଖ କରିବା ପାଇଁ ଅଧିକାରୀଙ୍କୁ କୁହାଯାଇଥିବା ମନ୍ତ୍ରୀ କହିଛନ୍ତି।
Aug 5,2024, 12:06 PM IST
Hirakud Dam
ବନ୍ୟାକୁ କେମିତି ନିୟନ୍ତ୍ରଣ କରୁଛି ହୀରାକୁଦ ଡ୍ୟାମ? ଜାଣନ୍ତୁ ବିସ୍ତୃତ ତଥ୍ୟ
ସାଧାରଣ ଭାବରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୫୯୦ ଫୁଟରୁ ୬୩୦ ଫୁଟ ମଧ୍ୟରେ ରହିବା କଥା । ୬୩୦ ଫୁଟ ଜଳସ୍ତର ଛୁଇଁଲେ ବିପଦ ସଂକେତ ଛୁଇଁଲା ବୋଲି ଆମେ ଆଶଙ୍କା କରିବା ।
Jul 27,2024, 14:36 PM IST
Odisha News: ବାଜିରେ ଲାଗିଛି ଛାତ୍ରଛାତ୍ରୀଙ୍କ ଜୀବନ
Odisha News: ବାଜିରେ ଲାଗିଛି ଛାତ୍ରଛାତ୍ରୀଙ୍କ ଜୀବନ । ରେଳଧାରଣା ସହ ରେଳ ଲାଇନ ଉପରେ ଛିଡା ହୋଇଥିବା ମାଲଗାଡି ଉପରେ ଚଢି ବିପଦ ସଂକୁଳ ଅବସ୍ଥାରେ ପାର ହେଉଛନ୍ତି ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ।
Jul 25,2024, 13:41 PM IST
Odisha News: ଟନେଲ୍ ଖୋଳା ସରିଲା, ଖୁବ୍ଶୀଘ୍ର ସରିବ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ କାମ
Odisha News: ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ୍ ପ୍ରକଳ୍ପରେ ଟନେଲ ସଂଯୋଗ କ୍ଷେତ୍ରରେ ପୂର୍ବତଟ ରେଳପଥ ଦ୍ୱାରା ଆଉ ଏକ ମାଇଲ ଖୁଣ୍ଟ ହାସଲ । ଚାଲୁ ରହିଥିବା ରେଳ ପ୍ରକଳ୍ପର ଶୀଘ୍ର ସମାପ୍ତି ପାଇଁ ବିଶେଷ ଧ୍ୟାନ ଦିଆଯାଉଛି । ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ ହେବା ପାଇଁ ଉଭୟ ପାର୍ଶ୍ୱରୁ ଟନେଲ୍ କାର୍ଯ୍ୟ ନିର୍ମାଣ କରାଯାଉଛି । ଟନେଲ ସଂଯୋଗ କାର୍ଯ୍ୟରେ ପୂର୍ବତଟ ରେଳପଥ ଆଉ ଏକ ମାଇଲ ଖୁଣ୍ଟ ଅତିକ୍ରମ କରିଛି।
Jul 24,2024, 13:49 PM IST
sambalpur police
Odisha News: ଆତଙ୍କ ସୃଷ୍ଟି କରିଥିବା ୧୦ ଜଣିଆ ଡକାୟତ ଦଳକୁ ଧରିଲା ପୋଲିସ
Odisha News: ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି l ଏନେଇ ଆଜି ସକାଳ ନଅ ଟାରେ ସମ୍ବଲପୁର ଏସପି ମୁକେଶ ଭାମୁ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି l ଗିରଫ ଅଭିଯୁକ୍ତ ଡକାୟତମାନେ ହେଲେ ରେଙ୍ଗାଲି ଥାନା ଅଞ୍ଚଳର ମଦନ ସୁନ୍ଦର ଖଡିଆ, ସଞ୍ଜୟ ଖଡିଆ , ସୁଦର୍ଶନ ଖଡିଆ, ବୁଲୁ କନ୍ଧ, ସୁନୀଲ ମାଝୀ, ଅନୀଲ ମାଝୀ,ଭୁବନ ଲୁହୁରା, ସମ୍ବଲପୁର ବରେଇପାଲି ଅଞ୍ଚଳ ସଚିନ ଖଡିଆ, ବିକାଶ ଖଡିଆ, ବରଗଡ଼ ଜିଲ୍ଲା ବରପାଲି ଅଞ୍ଚଳର ସ୍ୱରାଜ ମେହେର ଅଟନ୍ତି l
Jul 24,2024, 13:42 PM IST
Odisha News: ଛାତ୍ରଛାତ୍ରୀଙ୍କୁ ପୋଖରୀକୁ ମଧ୍ୟାହ୍ନ ଥାଳି ଧୋଇବା ପାଇଁ ପଠାଇବା ପଡି଼ଲା ମହଙ୍ଗା,
Odisha News: ଜି ଓଡି଼ଶା ନ୍ୟୁଜର ମହାପ୍ରଭାବ। ଛାତ୍ରଛାତ୍ରୀମାନଙ୍କୁ ପୋଖରୀକୁ ମଧ୍ୟାହ୍ନଥାଳି ଧୋଇବା ପାଇଁ ପଠାଇବା ପଡିଲା ମହଙ୍ଗା। ନିଲମ୍ବନ ହେଲେ ସମ୍ବଲପୁର ଜିଲ୍ଲାର ଜଟୁପଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଉଷା ହର ଓ ସହକାରୀ ଶିକ୍ଷୟିତ୍ରୀ ସୈରେନ୍ଦ୍ରି ହାତୀଙ୍କର ଏକ ମାସର ଦରମା ବନ୍ଦ ହୋଇଥିବା ଜଣାପଡିଛି। ସୂଚନା ଥାଉ କି ଗତ ୧୮ ତାରିଖରେ ଜି ଓଡିଶା ନ୍ୟୁଜରେ ଏହି ଖବରଟି ପ୍ରସାରଣ ହୋଇଥିଲା ।
Jul 23,2024, 9:19 AM IST
Odisha News: ଭିନ୍ନକ୍ଷମଙ୍କୁ ସ୍ବାବଲମ୍ବନ ନିମନ୍ତେ ଈ-ରିକ୍ସା ବଣ୍ଟନ
Odisha News: ସେଥି ମଧ୍ୟରୁ ଯୁଯୁମରାରୁ ୫ ଜଣ, ଧନକଉଡାରୁ ଜଣେ, ମାନେଶ୍ଵରରୁ ୨ ଜଣ, ନାକଟିଦେଉଳ ରୁ ୨ ଜଣ ଓ ସମ୍ବଲପୁର ସଦରରୁ ୫ ଜଣ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିଲା। ସେହି ଉତ୍ସବରେ ଭୀମସାରର ସୁପେରିଟେଣ୍ଡେଣ୍ଟ ଡ. ଲାଲମୋହନ ନାୟକ,ପ୍ରଶାସକନିକ ଅଧିକାରୀ ସୁଦର୍ଶନ ସ,ଏମସିଏଲ, ସିଏସଆର ମ୍ୟାନେଜର ଏସ.କେ ସିଶା, ଅରବିନ୍ଦ ସାହୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଥବିର ମହାନନ୍ଦ ପ୍ରମୁଖ ମଞ୍ଚାସୀନ ଥିଲେ।
Jul 19,2024, 14:39 PM IST
ରାଜ୍ୟସ୍ତରୀୟ ସମ୍ବଲପୁରୀ ଦିନ ପାଳନ ପାଇଁ ମୁଖ୍ଯମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କୁ ନିମନ୍ତ୍ରଣ
Odisha News: ସମ୍ବଲପୁରୀ ଭାଷା ସାହିତ୍ୟ ସଂସ୍କୃତିର ପ୍ରଚାରକ ଗୁରୁ ସତ୍ୟନାରାୟୟଣ ବହିଦାରଙ୍କ ଜନ୍ମଦିନ ଅଗଷ୍ଟ ୧ ତାରିଖରେ ସମ୍ବଲପୁରରେ ହେବାକୁ ଥିବା ରାଜ୍ଯ ସ୍ତରୀୟ ସମ୍ବଲପୁରୀ ଦିନ ପାଳନ ପାଇଁ ଗୁରୁବାର ମୁଖ୍ଯମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀଙ୍କୁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ତରଫରୁ ନିମନ୍ତ୍ରଣ କରାଯାଇଛି।
Jul 19,2024, 12:08 PM IST
ଆଦିବାସୀ ଯୁବକଙ୍କୁ ଜାତିଆଣ ଆକ୍ଷେପ ସହ ପୋଲିସ ମାଡ଼ ମାରିଥିବା ଅଭିଯୋଗ, ଥାନାରେ ପ
Odisha News: ଗାଁ ଦାଣ୍ତରେ ଆଦିବାସୀ ଯୁବକଙ୍କୁ ପୋଲିସର ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହା ସହ ଯୁବକଙ୍କୁ ଜାତିଆଣ ଆକ୍ଷେପ କରି ଗାଳି ଦେବା ସହ ପୋଲିସ ଫାଣ୍ଡିରେରେ ମଧ୍ୟ ନିସ୍ତୁକ ମାଡ଼ ମାରିଥିବା ଯୁବକଙ୍କ ମାଆ ସମ୍ବଲପୁର ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଠାରେ ଅଭିଯୋଗ କରିବା ସହ ସୁରକ୍ଷା ମାଗିଛନ୍ତି ।
Jul 7,2024, 11:37 AM IST
Dharmendra Pradhan
ଏମପିଲାଡ୍ କାର୍ଯ୍ୟକ୍ରମ ପାଇଁ ସମ୍ବଲପୁରକୁ ନୋଡାଲ୍ ଜିଲ୍ଲା ଭାବେ ଚୟନ କଲେ କେନ୍ଦ୍ରମନ୍ତ୍ରୀ
Odisha News: ଭାରତ ସରକାରଙ୍କ ଷ୍ଟାଟିଷ୍ଟିକ୍ସ ଏବଂ କାର୍ଯ୍ୟକ୍ରମ କ୍ରିୟାନ୍ୱୟନ ମନ୍ତ୍ରଣାଳୟ ଅନ୍ତର୍ଗତ ଏମପିଲାଡ୍ ଡିଭିଜନ ପକ୍ଷରୁ ଏକ ପତ୍ର ଜରିଆରେ ଅବଗତ କରାଯାଇଛି। ସମ୍ବଲପୁର ଲୋକସଭା ସାଂସଦ ଭାବରେ କେନ୍ଦ୍ରମନ୍ତ୍ରୀ ସମ୍ବଲପୁରକୁ ନୋଡାଲ ଜିଲ୍ଲା ଭାବରେ ଚୟନ କରିଛନ୍ତି। ସମ୍ବଲପୁର ସଂସଦୀୟ କ୍ଷେତ୍ର ଅଧୀନରେ ଅନୁଗୋଳ ଏବଂ ଦେବଗଡ ଜିଲ୍ଲା ଆସୁଅଛି। ସମ୍ବଲପୁର ସମେତ ଅନୁଗୋଳ ଓ ଦେବଗଡରେ ବହୁ ଉନ୍ନୟନମୂଳକ କାର୍ଯ୍ୟକ୍ରମ ହେବା ସହ ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ୱିତ ହେବ।
Jun 26,2024, 18:13 PM IST
Accident News
Accident News: ଇଲେକଟ୍ରିକ ତାରରେ ଲାଗି ପ୍ରାଣ ହରାଇଲେ ଟ୍ରାକ୍ଟର ଡ୍ରାଇଭର
Accident News: ଗତକାଲି ରାତିରେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଅନ୍ତର୍ଗତ ଲପଙ୍ଗାରେ ମକରଧ୍ଵଜ ମେହେର ଟ୍ରାକ୍ଟର ଡ୍ରାଇଭର ଜଣେ ଆଦିତ୍ୟ ବିର୍ଲା କମ୍ପାନୀ ଅଧିକାରୀଙ୍କ ବାଧ୍ୟ ବାଧକତାରେ ଟେଙ୍କର ଯୋଗେ ପାଣି ନେବା ପାଇଁ ଯାଉଥିଲେ। ଅଧ ବାଟରେ ଇଲେକଟ୍ରିକ ଲାଇନରେ ସଂଯୋଗ ହୋଇ ସର୍ଟ ସର୍କିଟ ହୋଇ ଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।
Jun 17,2024, 11:40 AM IST
Odisha News Surrender of 9 Maoists
Odisha News: ଯୌନ ନିର୍ଯାତନା ସହିନପାରି ଆତ୍ମସମର୍ପଣ କଲେ ୯ ମାଓବାଦୀ
Odisha News: ୯ ମାଓବାଦୀଙ୍କ ଆତ୍ମସମର୍ପଣ । ୨ ମହିଳା ଓ ୭ ପୁରୁଷ ମାଓବାଦୀ ଆତ୍ମସମର୍ପଣ ସୂଚନା । ସମସ୍ତେ ଛତିଶଗଡ଼ ଦନ୍ତେୱାଡ଼ ଜିଲ୍ଲାର ଅଂଚଳର । ଏମାନେ କେକେବିଏନ ମାଓ ସଂଗଠନରେ ଦୀର୍ଘ ବର୍ଷ ହେଲା ସକ୍ରିୟ ରହି କାର୍ଯ୍ୟ କରୁଥିଲେ। ହିଂସା ଛାଡି ସମାଜ ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଏହାର ସୂଚନା ଦେଇଛନ୍ତି ବ୍ରହ୍ମପୁର IG।
May 8,2024, 13:44 PM IST
Odisha Election
Odisha Election: ପଶ୍ଚିମ ଓଡିଶାବାସୀଙ୍କର ସ୍ୱରକୁ ଚପେଇ ଦେବାର ଚକ୍ରାନ୍ତ ଚାଲିଛି : ବିଜେପି
Odisha Election: ହାଇକୋର୍ଟ ବେଞ୍ଚ ପ୍ରସଙ୍ଗରେ ରାଜ୍ୟ ସରକାର ପୂର୍ଣ୍ଣାଙ୍ଗ ପ୍ରସ୍ତାବ କେବେ ଦେବେ। କେତେବେଳେ ସ୍ଥାନ ତ କେତେବେଳେ ଜମି କିମ୍ବା ବିଭିନ୍ନ ଆଳ ଦେଖାଇ ଲୋକଙ୍କୁ ଠକୁଛନ୍ତି ସରକାର ବୋଲି ସିଧା ସଳଖ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ନେତା ପ୍ରମୋଦ ରଥ।
May 4,2024, 9:31 AM IST
BJP MLA Candidate
Odisha election 2024: ନାମାଙ୍କନ ପତ୍ର ଦାଖଲ କଲେ ଇରାସିଷ୍ ଆଚାର୍ଯ୍ୟ
Odisha election 2024: ଭଟଲି ବିଜେପି ବିଧାୟକ ପ୍ରାର୍ଥୀ ଇରାସିଷ୍ ଆଚାର୍ଯ୍ୟ। ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟରେ ବିଜେପି ବିଧାୟକ ପ୍ରାର୍ଥୀ ଇରାସିସ୍ ଆଚାର୍ଯ୍ୟ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଦଳୀୟ ସମର୍ଥକ ଓ ସ୍ଥାନୀୟ ଲୋକ ମଣ୍ଡପ ପଡ଼ିଆରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ଅଭିମୁଖେ ଯାଇ ରିଟର୍ନିଂ ଅଫିସର ୦୫ ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀ ଅଫିସ ରେ ନିଜର ନାମାନଙ୍କନ ପତ୍ର ପ୍ରଦାନ କରିଛନ୍ତି।
May 2,2024, 13:17 PM IST
Odihsa Election 2024
ସମ୍ବଲପୁରୀ ବସ୍ତ୍ରକୁ ଅପମାନିତ କରି ହରଡଘଣାରେ ଧର୍ମେନ୍ଦ୍ର!
Odihsa Election 2024: ଧର୍ମେନ୍ଦ୍ରଙ୍କ ଭୁଲକୁ ଚାପିଦେବା ପାଇଁ ବୃଥା ପ୍ରୟାସ କରୁଛି ସମ୍ବଲପୁର ବିଜେପି ପ୍ରେସ ବିବୃତି ଜରିଆରେ ପ୍ରକାଶ କଲେ ଡ. ଲେନିନ୍ ମହାନ୍ତି।ସମ୍ବଲପୁରବାସୀ ଏ ଅପମାନ ଭୁଲିବେ ନାହିଁ। ଆଗାମୀ ଦିନରେ କଡା ଜବାବ ଦେବେ ସମ୍ବଲପୁର ବାସୀ|ସମ୍ବଲପୁରିଆଙ୍କ ସ୍ୱାଭିମାନକୁ ଆଘାତ ପହଞ୍ଚାଇଛନ୍ତି ଧର୍ମେନ୍ଦ୍ର।ବିଶ୍ୱ ଦରବାରରେ ଓଡିଶାକୁ ପରିଚିତ କରାଇଛି ସମ୍ବଲପୁରୀ ବସ୍ତ୍ର ବୋଲି କହିଛନ୍ତି ଲେନିନ ମହାନ୍ତି।
Apr 27,2024, 8:57 AM IST
odisha election 2024
Odisha Election 2024: ବିଜେଡି ସରକାରଙ୍କୁ ଧର୍ମେନ୍ଦ୍ରଙ୍କ କଡ଼ା ସମାଲୋଚନା, କହିଲେ....
Odisha Election 2024: ଅନୁଗୁଳ ଛେଣ୍ଡିପଦାରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚାର। ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି । ମୋର କିନ୍ତୁ କ୍ରୀତଦାସ ହେବାର ପସନ୍ଦ ନାହିଁ କହିଲେ ଧର୍ମେନ୍ଦ୍ର ।
Apr 27,2024, 8:10 AM IST
ପ୍ରଣବ ପ୍ରକାଶଙ୍କ କଥାରେ ଭାବବିହ୍ୱଳ ହୋଇଗଲେ ଜନତା
Odisha Election 2024: ପ୍ରଣବ ପ୍ରକାଶଙ୍କ କଥାରେ ଭାବବିହ୍ୱଳ ହେଲେ ଯୁଯୋମୁରାର ଜନତା।ମା ସମଲେଶ୍ୱରୀଙ୍କ ଡାକରା ରେ ମୁଁ ଆପଣଙ୍କ ସେବା କରିବା ପାଇଁ ଆସିଛି କହିଲେ ପ୍ରଣବ ପ୍ରକାଶ ଦାସ। ଜୟ ମାଁ ସମଲେଶ୍ୱରୀ କି ଜୟ । ଯୁଯୋମୁରାରେ ନିଜର ବକ୍ତବ୍ୟ ରଖିବା ସମୟରେ ମା ସମଲେଇଙ୍କ ନାମ ନେଇ କହିବା ଆରମ୍ଭ କରିଥିଲେ ପ୍ରଣବ ପ୍ରକାଶ ଦାସ।
Apr 26,2024, 9:53 AM IST
Odisha Election 2024: ଜନତାଙ୍କ ସୁବିଧା ଅସୁବିଧା ବୁଝି ଭୋଟ୍ ମାଗୁଛନ୍ତି ବବି ଦାସ
Odisha Election 2024: ଧମା ଠାରେ ପ୍ରଣବ ପ୍ରକାଶ ଓ ପ୍ରସନ୍ନଙ୍କ ନିର୍ବାଚନ ପ୍ରଚାର।ସମ୍ବଲପୁର ଜିଲ୍ଲା ରେଢାଖୋଲ ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ଧମା ଠାରେ ଆୟୋଜିତ ସଭା ଠାରେ ଯୋଗ ଦେଇଥିଲେ ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ।
Apr 26,2024, 7:57 AM IST
Odisha News: ରକ୍ତଦାନ କଲେ ପ୍ରଣବ ପ୍ରକାଶ ଦାଶ
Odisha News: ନିର୍ବାଚନୀ ମାହୋଲରେ ବିଜେଡି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ । ନିର୍ବାଚନୀ ମାହୋଲରେ ସବୁ ଦଳ ପ୍ରଚାର ପ୍ରସାରରେ ବ୍ୟସ୍ତ ରହିଥିବା ବେଳେ ସମ୍ବଲପୁର ବିଜୁ ଜନତା ଦଳ ଓଡ଼ିଶା ମୋ ପରିବାର ପକ୍ଷରୁ ଏକ ଜରୁରୀକାଳୀନ ରକ୍ତଦାନ ଶିବିର ଆୟୋଜନ କରାଯାଇଛି ।
Apr 25,2024, 19:11 PM IST
ସମ୍ବଲପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ନାମାଙ୍କନ ପତ୍ର ଯାଞ୍ଚ ଓ ପ୍ରତ୍ୟାହାର ବୈଠକ ଅନୁଷ୍ଠିତ
Odisha Election 2024: ମଙ୍ଗଳବାର ସମ୍ବଲପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ନାମାଙ୍କନ ପତ୍ର ଯାଞ୍ଚ ଓ ପ୍ରତ୍ୟାହାର ନେଇ ଓରିଏଣ୍ଟେସନ୍ ପ୍ରୋଗ୍ରାମ ଅନୁଷ୍ଠିତ ହୋଇଯାଇଛି। ସମ୍ବଲପୁର ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।
Apr 24,2024, 11:34 AM IST
‘ରାଜ୍ୟବାସୀଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ଯୋଗେଇବାରେ ବିଫଳ ବିଜେଡି’
Odisha Election 2024: ରାଜ୍ୟରେ ଦୀର୍ଘ ୨୫ ବର୍ଷ ଧରି ନିରଙ୍କୁଶ ଭାବେ ଶାସନ କ୍ଷମତା ରେ ରହିଲା ପରେ ମଧ୍ୟ ରାଜ୍ୟବାସୀଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ଯୋଗେଇଦେବାରେ ସମ୍ପୂର୍ଣ୍ଣ ବିଫଳ ବୋଲି ଏକ ସାମ୍ବାଦିକ କହିଛନ୍ତି ବିଜେପି ନେତା ପ୍ରମୋଦ ରଥ। ସରକାରଙ୍କର ସମସ୍ତ ସଫଳତା କେବଳ ଓ କେବଳ ବିଜ୍ଞାପନ ରେ ସୀମିତ। ବିଜ୍ଞାପନ ସରକାରର ସଫଳତା କେବଳ ସଭାସମିତି ଓ ଫାଇଲରେ ସୀମିତ ହୋଇ ରହିଛି ବୋଲି ସମ୍ବଲପୁରରେ ଆଦୃତ ଏକ ସାମ୍ବାଦିକ ସମ୍ବିଳନୀରେ ବିଜେପି ବରିଷ୍ଠ ନେତା ଡ଼.ପ୍ରମୋଦ ରଥ ଏହି ଅଭଯୋଗ କରିଛନ୍ତି।
Apr 23,2024, 9:18 AM IST
Odisha Election 2024: ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କଲେ ଧର୍ମେନ୍ଦ୍ର ପ୍ରଧାନ, କହିଲେ...
Odisha Election 2024: ରାଜ୍ୟରେ ଏବେ ନିର୍ବାଚନୀ ମୋହୋଲ ସରଗରମ ଥିବା ବେଳେ ଭୋଟ୍ ହାତେଇବା ପାଇଁ ଚାଲିଛି କାଦୁଆ ଫିଙ୍ଗାଫିଙ୍ଗି ରାଜନୀତି। ବିଭିନ୍ନ ଦଳ ନିଜର ଲୋକପ୍ରିୟତା ବଢ଼ାଇ ଭୋଟରଙ୍କୁ ନିଜ ସପକ୍ଷରେ କରିବା ପାଇଁ ବିପକ୍ଷ ଦଳକୁ ଟାର୍ଗେଟ କରିବାରେ ଲାଗିଛନ୍ତି। ବିଶେଷ କରି ବିଜେପି-ବିଜେଡି ମଧ୍ୟରେ ଚାଲିଛି ଜୋରସୋର ଲଢ଼େଇ।
Apr 23,2024, 7:44 AM IST
ରାଜ୍ୟ ବିଜେପିରେ ଦଳୀୟ କନ୍ଦଳ, ବିଜେପି ପ୍ରାର୍ଥୀକୁ ନିଜ ଦଳ ତରଫରୁ ବିରୋଧ
Odisha Election 2024: ରାଜ୍ୟ ବିଜେପିରେ ଦଳୀୟ କନ୍ଦଳ। ବିଜେପୁର ବିଜେପି ପ୍ରାର୍ଥୀକୁ ବିରୋଧ କଲେ ବିଜେପିର ଦଳୀୟ କର୍ମକର୍ତ୍ତା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବିଜେପୁର ନିର୍ବାଚନ ମଣ୍ଡଳୀରେ। ସେଠାକାର ବିଜେପି ପ୍ରାର୍ଥୀ ସନତ ଗଡତିୟାଙ୍କ ପ୍ରତି ସ୍ଥାନୀୟ ବିଜେପି କର୍ମୀ ଙ୍କର ବିରୋଧାଭାସ ବଢ଼ିବାକୁ ଲାଗିଛି।
Apr 23,2024, 6:54 AM IST
Odisha Election 2024: ଭୋଟ ବର୍ଜନ ପାଇଁ ଚେତାବନୀ ଦେଲେ ଗ୍ରାମବାସୀ, କହିଲେ ଡାକ୍ତର ନାହିଁ ତ ଭୋ
Odisha Election 2024: ଡାକ୍ତର ନାହିଁ ତ ଭୋଟ୍ ନାହିଁ । ଏଭଳି ଚେତାବନୀ ଦେଇଛନ୍ତି ବରଗଡ଼ ଜିଲ୍ଲା ଅତବିରା ନିର୍ବାଚନ ମଣ୍ଡଳୀର କାଦୋବାହାଲ ଗ୍ରାମବାସୀ । ହସ୍ପିଟାଲରେ ଡାକ୍ତର ନଥିବାରୁ ଗ୍ରାମବାସୀଙ୍କ ଦୁଃଖ କହିଲେ ନସରେ । ବାରମ୍ବାର ସ୍ଥାନୀୟ ବିଧାୟିକା ଓ ଜିଲ୍ଲା ପ୍ରଶାସନକୁ କହି କହି ଥକି ଗଲେ ଲୋକେ ହେଲେ କେହି ଶୁଣିଲେ ନାହିଁ।
Apr 21,2024, 9:28 AM IST
Odisha News: ଚାଷ ଓ ଚାଷୀ ଆମ ଦେଶର ଆର୍ଥିକ ମେରୁଦଣ୍ଡ: ଧର୍ମେନ୍ଦ୍ର ପ୍ରଧାନ
Odisha News: ‘ସମ୍ବଲପୁରରେ କୃଷି ଆଧାରିତ ଅର୍ଥନୀତି ପାଇଁ ବ୍ୟାପକ ଯୋଜନା କରାଯିବ । ବିଶେଷ ଭାବରେ ଦେଶ ଦୁନିଆର ଆବଶ୍ୟକତାକୁ ଦୃଷ୍ଟିରେ ରଖି କୃଷି କ୍ଷେତ୍ରରେ ଏକ ବଡ ଯୋଜନା କରାଯିବ’ । ବୁଧବାର ସମ୍ବଲପୁର ଠେମରାରେ ଶ୍ରୀ ରାମଚଣ୍ଡୀ ଦେବୀ ସେବା ସଂଗଠନ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଏଭଳି ମତେ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
Apr 18,2024, 11:37 AM IST
Odisha News: ରାତି ଅଧରେ ଘରେ କଳା କନା ବୁଲାଇଲେ ଚୋର, ଲୁଟି ନେଲେ ୩ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ
Odisha News: ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ଚୋରୀ ଓ ରାହାଜାନୀ ପରି ଘଟଣା। ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା କ୍ଷେତରାଜପୁର ପୋଦ୍ଦାର କଲୋନୀରେ। ଏହି କଲୋନୀରୁ ତିନି ଲକ୍ଷ ଟଙ୍କାର ଆସବାବ ପତ୍ର ସାମଗ୍ରୀ ଚୋରି ହୋଇଥିବାର ସୂଚନା ମିଳିଛି। ପୋଲିସ୍ ଘଟଣାସ୍ଥଳରେ ପୋଲିସ ତଦନ୍ତ ଆରମ୍ଭ କରିବା ସହ ସାଇଣ୍ଟିଫିକ ଟିମ ମଧ୍ୟ ଛାନଭିନ୍ ଆରମ୍ଭ କରିଛି।
Apr 15,2024, 15:25 PM IST
Odisha Eelection 2024
Odisha Eelection 2024: ତୃତୀୟ ଥର ପାଇଁ ରେଢ଼ାଖୋଲରୁ ଲଢିବେ ରୋହିତ ପୂଜାରୀ
Odia Eelection 2024: ତୃତୀୟ ଥର ପ୍ରାର୍ଥୀ ହେବା ପରେ ଶନିବାର ସମ୍ବଲପୁରକୁ ଫେରିଥିଲେ ରୋହିତ । ଫେରିବା ବାଟରେ ରେଢ଼ାଖୋଲ ଠାରୁ ଆରମ୍ଭ କରି ସହରର ବିଭିନ୍ନ ଛକରେ ବିଧାୟକଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ସମର୍ଥକଙ୍କ ସହ ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ସମଲେଇ ମନ୍ଦିର ଓ ପାଟଣେଶ୍ୱରୀ ମନ୍ଦିର ଯାଇ ଦର୍ଶନ କରିଥିଲେ ରୋହିତ ।
Apr 14,2024, 10:45 AM IST
Odisha News: ନିର୍ବାଚନ ପୂର୍ବରୁ ମତଦାନ କେନ୍ଦ୍ର ପରିଦର୍ଶନ କଲେ ଜିଲ୍ଲାପାଳ
Odisha News: ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ସମ୍ବଲପୁର ବିଭିନ୍ନ ମତଦାନ କେନ୍ଦ୍ର ପରିଦର୍ଶନ କରିବା ସହ ସମୀକ୍ଷା କରିଛନ୍ତି। ମତଦାନ ଦିନ ମତଦାତାମାନେ ସୁରୁଖୁରୁରେ, ଅସୁବିଧାମୁକ୍ତ ଓ ସୁବିଧାଜନକ ଢଙ୍ଗରେ ମତଦାନ କରିପାରିବେ ଏବଂ ନିଶ୍ଚିତ ସର୍ବନିମ୍ନ ସୁବିଧା ସହ ମତଦାନର ସମଗ୍ର ଅନୁଭୂତିକୁ ଆନନ୍ଦଦାୟକ କରିପାରିବେ, ସେଥିପାଇଁ ଗତକାଲି ସମ୍ବଲପୁର ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ କୁଚିଣ୍ଡା ଓ ବାମରାର ଷ୍ଟ୍ରଙ୍ଗରୁମ୍ ଓ ମତଦାନ କେନ୍ଦ୍ରର ସମୀକ୍ଷା କରିଛନ୍ତି।
Apr 13,2024, 11:02 AM IST
Odisha Election 2024: ରାସେଶ୍ୱରୀଙ୍କ ଟିକେଟ୍ କଟିବା ନେଇ ବଢ଼ୁଛି ଅସନ୍ତୋଷ
Odisha Election 2024: ରାସେଶ୍ୱରୀଙ୍କୁ ସମ୍ବଲପୁର ବିଧାୟିକା ଟିକେଟ ଦେବା ପାଇଁ ଦାବୀ ଜୋର ଧରିଛି। ମୁଖ୍ୟମନ୍ତ୍ରୀ ସମ୍ବଲପୁର ବିଧାନସଭା ସିଟ ପାଇଁ ପୁନଃ ବିଚାର କରନ୍ତୁ ବୋଲି ଦାବୀ ଜଣାଇଛନ୍ତି ରାସେଶ୍ୱରୀଙ୍କ ସମର୍ଥକ। ଗୁରୁବାର ସମ୍ବଲପୁର ବିଧାନସଭା ଟିକେଟ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ମିଳି ସାରିଥିବା ବେଳେ ପୂର୍ବତନ ବିଧାୟିକା ରାସେଶ୍ୱରୀଙ୍କ ସମର୍ଥକମାନେ ଏଥିରେ ମୁଖ୍ୟମନ୍ତ୍ରୀ ପୁନଃ ବିଚାର କରି ମ୍ୟାଡମଙ୍କୁ ଟିକେଟ ଦିଅନ୍ତୁ ବୋଲି ଦାବୀ କରି ହୋହାଲ୍ଲା କରିଥିବା ଦେଖିବା ମିଳିଛି।
Apr 13,2024, 9:58 AM IST
Odia News
Odia News: ରାଷ୍ଟ୍ରୀୟ ନବ ବର୍ଷ କାର୍ଯ୍ୟକ୍ରମରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
Odia News: ରାଷ୍ଟ୍ରୀୟ ନବବର୍ଷ କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରୀୟ ନବବର୍ଷ ଜୀବନ ଚକ୍ରର ଏକ ପବିତ୍ର ପର୍ବ, ସମୟ ଚକ୍ର ବଦଳିଛି, ଯେଉଁ ସମାଜ, ସଭ୍ୟତା ନିଜ ଅସ୍ମିତାକୁ ନେଇ ଗର୍ବ କରେ ନାହିଁ, ସେ ସଭ୍ୟତାକୁ ଲୋକେ ମନେ ରଖନ୍ତି ନାହିଁ ବୋଲି ଧର୍ମେନ୍ଦ୍ର ପ୍ରଧାନ ମତ ଦେଇଛନ୍ତି ।
Apr 10,2024, 11:24 AM IST
Odisha News: ବବି ଦାସଙ୍କୁ ନାଉରି ନାୟକଙ୍କ କଡ଼ା ଜବାବ, କହିଲେ...
Odisha News: ପ୍ରଣବ ପ୍ରକାଶ ଦାସଙ୍କ ପୋଷ୍ଟର ଉତ୍ତର ରଖିଲେ ରେଙ୍ଗାଲି ବିଧାୟକ ତଥା ବିଜେପି ରାଜ୍ୟ ଉପସଭାପତି ନାଉରି ନାୟକ । ନାଉରି ନାୟକ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ‘ପ୍ରଣବ ବାବୁ ଆପଣ କ୍ରୀତଦାସ ମାନସିକତା ରଖି ଓଡ଼ିଆ ତଥା ଓଡ଼ିଶାର ସ୍ୱାଭିମାନ ପ୍ରତି ଆଖି ବୁଜିଦେଇଛନ୍ତି । ନିଜେ ଆଗ କ୍ରୀତଦାସ ମାନସିକତାରୁ ବାହାରକୁ ବାହାରନ୍ତୁ' ।
Apr 10,2024, 10:57 AM IST
smart stick sensor for blind
ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି ଦୃଷ୍ଟିବାଧିତଙ୍କ ପାଇଁ ନିର୍ମିତ ସ୍ମାର୍ଟ ଷ୍ଟିକ-ସେନ୍ସର
smart sensor for blind: ଦୃଷ୍ଟିବାଧିତଙ୍କ ପାଇଁ ସ୍ମାର୍ଟ ଷ୍ଟିକ-ସେନ୍ସର ନିର୍ମାଣ କରି ଚର୍ଚ୍ଚାକୁ ଆସିଛନ୍ତି ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ରମ୍ପେଲା ଅଞ୍ଚଳର ଯୁବ ଇଞ୍ଜିନିଅର ଆଶିଷ କୁମାର ମାହାନା।
Apr 4,2024, 0:47 AM IST
sambalpur
ସମ୍ବଲପୁର ବୋମାମାଡ଼ ଘଟଣା, ଦୋଷୀକୁ ଖୁବ୍ ଶିଘ୍ର ଧରାଯିବା ନେଇ ପ୍ରତିଶୃତି ଦେଲେ ଜିଲ୍ଲାପାଳ
Sambalpur Bomb Blast: ଗତ କାଲି ହୋଲିରେ ସମ୍ବଲପୁରରେ ହୋଇଥିବା ବୋମାମାଡ଼ ହଇଚଇ ସୃଷ୍ଟି କରିଛି। ସମ୍ବଲପୁର ପୀର ବାବା ଛକରେ ବୋମାମାଡ଼ ଘଟଣାରେ ଫୁଲ୍ ଆଲର୍ଟ ହୋଇଯାଇଛି ସମ୍ବଲପୁର ଜିଲ୍ଲା ପ୍ରଶାସନ। ଏ ନେଇ ଆଜି ଲୋକଙ୍କୁ ଭୟ ନ କରି ଶାନ୍ତି ପାଇଁ ରେ ରହିବା ପାଇଁ ନିବେଦନ କରିଛନ୍ତି ସମ୍ବଲପୁର ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ।
Mar 27,2024, 10:03 AM IST
Sambalpur: ଚତୁର୍ଥ ହୀରାଖଣ୍ଡ ନାଟ୍ୟ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ‘ଲୁହର ରଙ୍ଗ’ ନାଟକ ମଞ୍ଚସ୍ଥ
Sambalpur: ସମ୍ବଲପୁର ବିଶ୍ଵବିଦ୍ୟାଳୟର ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟଠାରେ ଶନିବାର ଚତୁର୍ଥ ହୀରାଖଣ୍ଡ ନାଟ୍ୟ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଦେବଗଡରୁ ଆସିଥିବା ଜାଗରଣ ଆର୍ଟ ଇଣ୍ଟନ୍ୟାସନାଲ ନାଟକ ଅନୁଷ୍ଠାନ ପକ୍ଷରୁ ଓଡିଆ ନାଟକ ‘ଲୁହର ରଙ୍ଗ’ ପରିବେଷଣ କରାଯାଇଥିଲା ।
Mar 10,2024, 11:29 AM IST
Sambalpuri Danuyatra
Sambalpuri Danuyatra: ତୃତୀୟ ଦିନରେ ସମ୍ବଲପୁରୀ ଧନୁଯାତ୍ରାର
Sambalpuri Danuyatra: ଗୋପପୁରରେ ନନ୍ଦୋତ୍ସବ,ପୁତନା ବଧ,ମଥୁରା ନଗରୀରେ କଂସଙ୍କ ମନ୍ତ୍ରଣା, କୃଷ୍ଣ ବଳରାମଙ୍କ ଗୋପପୁର ଭ୍ରମଣ|ଦିନ ଯେତିକି ଗଡୁଛି ସେହି ପରିମାଣରେ ସମ୍ବଲପୁରୀ ଧନୁଯାତ୍ରା ପାଇଁ ଲୋକଙ୍କ ମଧ୍ୟରେ ସେତିକି ଉତ୍ସାହ ବଢ଼ୁଛି। ଏବେ ସମ୍ବଲପୁରୀ ଧନୁଯାତ୍ରା ର ତୃତୀୟ ଦିନରେ ଗୋପପୁର (ଚାଉଁରପୁର) ଉତ୍ସବ ମୁଖର ହୋଇ ଉଠିଥିଲା ।
Mar 9,2024, 8:26 AM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.