Weather Update: ରାଜ୍ୟରେ ଚିନ୍ତା ବଢାଇଛି ବୈଶାଖ ତାତି, ଏହି ଦିନଠାରୁ ବଦଳିବ ପାଗ

Weather Update: ଫେବୃୟାରୀ ଆରମ୍ଭରୁ ଦାଉ ସାଜିଛି ବୈଶାଖ ତାତି। ଗତ ଦୁଇ ଦିନ ହେବ ରାଜ୍ୟରେ ତାପମାତ୍ରା ବଢିଥିବା ବେଳେ ଅଧିକାଂଶ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହୁଛି । ଯଦିଓ ବୁଧବାର ରାଜ୍ୟରେ ଆଗ ଅପେକ୍ଷା ତାପମାତ୍ରା କମିଛି, ମାତ୍ରା ରାତ୍ରି ତାପମାତ୍ରାରେ ଅସ୍ବାଭାବିକ ଭାବେ ବୃଦ୍ଧି ହେବା କାରଣରୁ ଶୀତ ଅନୁଭୂତ ହେଉନାହିଁ ।

Weather Update: ରାଜ୍ୟରେ ଚିନ୍ତା ବଢାଇଛି ବୈଶାଖ ତାତି, ଏହି ଦିନଠାରୁ ବଦଳିବ ପାଗ
Image Credit: ସୌଜନ୍ୟ-ସୋସିଆଲ ମିଡିଆ

About the Author