Weather News: ରାଜଧାନୀ ଦିଲ୍ଲୀରେ ଘଡଘଡି ସହ ବର୍ଷା, ବିମାନ ଚଳାଚଳ ପ୍ରଭାବିତ

Weather News: ଶନିବାର ଅପରାହ୍ମ ସମୟରେ ରାଜଧାନୀ ଦିଲ୍ଲୀ ଆକାଶରେ ଘୋଟି ଆସିଥିଲା କଳା ବାଦଲ ଆଉ କିଛି ସମୟ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ଘଡଘଡି ସହ ବର୍ଷା । ଫଳରେ ଗରମରୁ ଆଶ୍ୱସ୍ତି ପାଇଛନ୍ତି ରାଜଧାନୀବାସୀ । ଦିଲ୍ଲୀ ସମେତ ନୋଏଡା ଏବଂ ଆଖପାଖ ଅଞ୍ଚଳରେ ମଧ୍ୟ ଆଜି ହାଲୁକାରୁ ମଧ୍ୟମଧରଣର ବର୍ଷା ଦେଖିବାକୁ ମିଳିଛି ।

Weather News: ରାଜଧାନୀ ଦିଲ୍ଲୀରେ ଘଡଘଡି ସହ ବର୍ଷା, ବିମାନ ଚଳାଚଳ ପ୍ରଭାବିତ

About the Author