Budget Khabar: ଆଜି ଉପସ୍ଥାପନ ହେବ ରାଜ୍ୟ ବଜେଟ୍‍; ନଜର ପକାନ୍ତୁ ୧୦ ପ୍ରମୁଖ ବିନ୍ଦୁ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସାଧାରଣ ବଜେଟ୍‍ ଓ କୃଷି ବଜେଟ୍‍କୁ ବିଧାନସଭାରେ ରଖିବା କାର୍ଯ୍ୟକ୍ରମ ରହିଛି। ପରମ୍ପରା ଅନୁସାରେ ଏହା ଅପରାହ୍ଣରେ ଉପସ୍ଥାପନ ହୋଇପାରେ। ଆସନ୍ତୁ ନଜର ପକାଇବା ୧୦ ପ୍ରମୁଖ ବିନ୍ଦୁ ଉପରେ।

Budget Khabar: ଆଜି ଉପସ୍ଥାପନ ହେବ ରାଜ୍ୟ ବଜେଟ୍‍; ନଜର ପକାନ୍ତୁ ୧୦ ପ୍ରମୁଖ ବିନ୍ଦୁ

About the Author