Odisha Govt Holidays In March: ମାର୍ଚ୍ଚରେ ଏତିକି ଦିନ ଛୁଟି ପାଇବେ ସରକାରୀ କର୍ମଚାରୀ, ଦେଖନ୍ତୁ ତାଲିକା

Odisha Govt Holidays In March: ଦିନକ ପରେ ଶେଷ ହୋଇଯିବ ଫେବୃଆରୀ ମାସ। ଆଉ ଆଗକୁ ଆସୁଛି ମାର୍ଚ୍ଚ ମାସ। ତେବେ, ମାର୍ଚ୍ଚ ମାସରେ ସରକାରୀ କର୍ମଚାରୀ ଅଧିକ ଛୁଟି ପାଇବେ ବୋଲି ଓଡି଼ଶା ସରକାରଙ୍କ ଦ୍ବାରା ଜାରି କରାଯାଇଥିବା କ୍ୟାଲେଣ୍ତରରେ ଉଲ୍ଲେଖ ରହିଛି। ତେବେ,ଆସନ୍ତୁ ଜାଣିବା ଆସନ୍ତା ମାସ(ମାର୍ଚ୍ଚ) ରେ ସରକାରୀ କର୍ମଚାରୀ କେତେ ଦିନ ଛୁଟି ପାଇବେ?

Odisha Govt Holidays In March: ମାର୍ଚ୍ଚରେ ଏତିକି ଦିନ ଛୁଟି ପାଇବେ ସରକାରୀ କର୍ମଚାରୀ, ଦେଖନ୍ତୁ ତାଲିକା