Piranha Fish: ପିରାହ୍ନା କାରଣରୁ ଚାଲିଗଲା ଜୀବନ; ଏପରି ଅବସ୍ଥାରେ ମିଳିଳେ ମୃତକ

Piranha Fish Attack: ବ୍ରାଜିଲ ଠାରେ ଘଟିଯାଇଛି ଏଭଳି ଘଟଣା। କିଛି ଦିନ ପୂର୍ବେ ଦେଶର ରୋଣ୍ଡୋନିଆ ରାଜ୍ୟର କୋଷ୍ଟା ମାର୍କସ ଅଞ୍ଚଳରେ ଗୋରୁ ପରିବହନ କରୁଥିବା ସମୟରେ ନିଖୋଜ ହୋଇଯାଇଥିଲେ ଓଡ଼ାୟର ରାଶ ନାମକ ଜଣେ ୪୬ ବର୍ଷୀୟ ବ୍ୟକ୍ତି। ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତ ଦେହ ସ୍ଥାନୀୟ ନଦୀରୁ ଉଦ୍ଧାର ହୋଇଥିଲା।

Piranha Fish: ପିରାହ୍ନା କାରଣରୁ ଚାଲିଗଲା ଜୀବନ; ଏପରି ଅବସ୍ଥାରେ ମିଳିଳେ ମୃତକ

About the Author