Bridge Collapsed: ଉଦଘାଟନ ପୂର୍ବରୁ ଭୁଶୁଡି ପଡିଲା ବ୍ରିଜ୍, ୧୨ କୋଟି ଟଙ୍କା ବ୍ୟୟରେ କରାଯାଇଥିଲା ପ୍ରସ୍ତୁତ

Bihar Bridge Collapsed: ବିହାରର ବକ୍ରା ନଦୀ ଉପରେ ନିର୍ମିତ ୧୨ କୋଟି ଟଙ୍କା ମୂଲ୍ୟର ଏକ ବ୍ରିଜ୍ ଏହାର ଉଦଘାଟନ ପୂର୍ବରୁ ମଧ୍ୟ ଭୁଶୁଡି ପଡିଛି। ଏହା ସହ ଦୁର୍ନୀତିର ଚର୍ଚ୍ଚା ପୁଣି ଆରମ୍ଭ ହୋଇଛି। ସୂଚନାଯୋଗ୍ୟ ଯେ ବିହାରରେ ୨୦୨୩ ଓ ୨୦୨୨ ମସିହାରେ ଉଦଘାଟନ ପୂର୍ବରୁ ଦୁଇଟି ବ୍ରିଜ ଏହିପରି ଭୁଶୁଡି ପଡ଼ିଥିଲା।

Bridge Collapsed: ଉଦଘାଟନ ପୂର୍ବରୁ ଭୁଶୁଡି ପଡିଲା ବ୍ରିଜ୍, ୧୨ କୋଟି ଟଙ୍କା ବ୍ୟୟରେ କରାଯାଇଥିଲା ପ୍ରସ୍ତୁତ
Image Credit: Bihar Bridge Collapsed

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More