Odisha Crime News: ୪ ଦିନ ତଳୁ ଦୁଇ ଯୁବକ ନିଖୋଜ ଘଟଣାରେ ନୂଆମୋଡ, ବ୍ଲୁ ଲେକ୍ ରୁ ମିଳିଲା ମୃତଦେହ

ସୂଚନା ଯୋଗ୍ୟ, ନୀଳଗିରି ନିକଟ କାଂଶ ଗ୍ରାମର ସନ୍ତୋଷ ରାଉତଙ୍କ ପୁଅ ଭବାନୀଶଙ୍କର (୨୨) ଓ ସଞ୍ଜୟ ମହାପାତ୍ରଙ୍କ ପୁଅ ମନୋରଞ୍ଜନ (୨୧) କୌଣସି କାମରେ ମିତ୍ରପୁର ଯାଉଥିବା କହି ଘରୁ ବାହାରିଥିଲେ। ରାତି ସୁଦ୍ଧା ଘରେ ପହଞ୍ଚିବେ ବୋଲି ପରିବାର ଲୋକଙ୍କୁ ଫୋନ୍‌ କରି କହିଥିଲେ।

Odisha Crime News: ୪ ଦିନ ତଳୁ ଦୁଇ ଯୁବକ ନିଖୋଜ ଘଟଣାରେ ନୂଆମୋଡ, ବ୍ଲୁ ଲେକ୍ ରୁ ମିଳିଲା ମୃତଦେହ

About the Author