Budget 2024: 'ମୋଦୀ ସରକାର ସମୟରେ ଗରିବୀ ହ୍ରାସ ପାଇଛି' ଅର୍ଥମନ୍ତ୍ରୀ

Budget 2024: ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟ୍ ଉପସ୍ଥାପନ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିବା ସହିତ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଗରିବଙ୍କ କଲ୍ୟାଣ ଦେଶର କଲ୍ୟାଣ । ଏଥିସହ ଏକଥା ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ସମୟରେ ଦେଶରୁ ଗରିବୀ ହ୍ରାସ ପାଇଛି ।

Budget 2024: 'ମୋଦୀ ସରକାର ସମୟରେ ଗରିବୀ ହ୍ରାସ ପାଇଛି' ଅର୍ଥମନ୍ତ୍ରୀ

About the Author