Vaishno Devi: ସହଜ ହେବ ମା' ବୈଷ୍ଣୋ ଦେବୀଙ୍କ ଦର୍ଶନ, ଜାଣନ୍ତୁ କାରଣ

Vaishno Devi Helicopter Service: ମାତା ବୈଷ୍ଣୋ ଦେବୀ ପୂଜା କମିଟିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅନସୁଲ ଗର୍ଗ କହିଛନ୍ତି ଯେ, ଗୋଟିଏ ଦିନରେ ମାତାଙ୍କ ମନ୍ଦିର ପରିଦର୍ଶନ କରିବାକୁ ଚାହୁଁଥିବା ତୀର୍ଥଯାତ୍ରୀଙ୍କ ପାଇଁ SMVDSB ଜାମ୍ମୁରୁ ସଞ୍ଜୀ ଛକ ହେଲିକପ୍ଟର ସେବା ଆରମ୍ଭ କରାଯାଉଛି ।

Vaishno Devi: ସହଜ ହେବ ମା' ବୈଷ୍ଣୋ ଦେବୀଙ୍କ ଦର୍ଶନ, ଜାଣନ୍ତୁ କାରଣ

About the Author