ଅରବିନ୍ଦ କେଜ୍ରିୱାଲ ଓ ଭଗବନ୍ତ ମନ କଲେ ରାମଲାଲାଙ୍କ ଦର୍ଶନ, ପରିବାର ସହିତ ପହଞ୍ଚିଥିଲେ ଅଯୋଧ୍ୟା

Ayodhya Ram Mandir: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମବାର ଦିନ ତାଙ୍କ ପରିବାର ସଦସ୍ୟଙ୍କ ସହ ଅଯୋଧ୍ୟାରେ ପହଞ୍ଚି ରାମ ଲାଲାଙ୍କ ଦର୍ଶନ କରିଥିଲେ। କେଜ୍ରିୱାଲଙ୍କ ସହ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମନ ଏବଂ ତାଙ୍କ ପରିବାର ମଧ୍ୟ ଉପସ୍ଥିତ ଥିଲେ। ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିରରେ ସମସ୍ତେ ରାମ ଲାଲାଙ୍କ ଦର୍ଶନ କରିଥିଲେ।

ଅରବିନ୍ଦ କେଜ୍ରିୱାଲ ଓ ଭଗବନ୍ତ ମନ କଲେ ରାମଲାଲାଙ୍କ ଦର୍ଶନ, ପରିବାର ସହିତ ପହଞ୍ଚିଥିଲେ ଅଯୋଧ୍ୟା

About the Author