ଜୀ-ସାର୍ଥକର "ପାର୍ବଣରେ ସୁନାର ବର୍ଷା" କଣ୍ଟେଷ୍ଟର ବିଜେତା ଜିତିଲେ ୨୦ ଗ୍ରାମ ସୁନା

Entertainment News: ଜଗତସିଂପୁରର ଲଲାଟ କିଶୋର ସ୍ୱାଇଁ ମେଗା ବିଜେତା ହୋଇ ୨୦ ଗ୍ରାମର ସ୍ବର୍ଣ୍ଣ ମୁଦ୍ରା ଉପହାର ପାଇଛନ୍ତି । ଜୀ ସାର୍ଥକର ଏଭଳି ପଦକ୍ଷେପକୁ ଭାବ ବିହ୍ଵଳ ହୋଇ ମେଗା ବିଜେତା ବହୁତ ପ୍ରଶଂସା କରିଥିଲେ । ଏହି ପାର୍ବଣରେ ସୁନାର ବର୍ଷା ଉପହାର ପ୍ରଦାନ ଉତ୍ସବରେ ଜୀ ସାର୍ଥକ ଚ୍ୟାନେଲ ହେଡ଼ ପ୍ରତୀକ ସିଲଙ୍କ ସମେତ ଲାଲଚାନ୍ଦ ଜ୍ୱେଲର୍ସର ଡାଇରେକ୍ଟର ଶ୍ରୀ ଅଜିତ ହନ୍ସ, ସାଇନାଥ ପଣ୍ଡା ଏବଂ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଜୀ-ସାର୍ଥକର "ପାର୍ବଣରେ ସୁନାର ବର୍ଷା" କଣ୍ଟେଷ୍ଟର ବିଜେତା ଜିତିଲେ ୨୦ ଗ୍ରାମ ସୁନା

About the Author