ଲୋକସଭା ନିର୍ବାଚନ ୨୦୨୪ ପାଇଁ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ ତାରିଖ, ଭାଇରାଲ ହେଉଥିବା ପୋଷ୍ଟ Fake

Lok Sabha Election 2024: ହ୍ୱାଟସ୍ ଆପ୍ ଏବଂ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ ଭାଇରାଲ୍ ହେଉଛି, ଯେଉଁଥିରେ ୨୦୨୪ ଲୋକସଭା ନିର୍ବାଚନର ତାରିଖ ଘୋଷଣା ହୋଇଛି ବୋଲି ଦାବି କରାଯାଇଛି। କିନ୍ତୁ ଯେତେବେଳେ ଆମେ ଏହାକୁ ଫ୍ୟାକ୍ଟ-ଚେକ୍ କରିଥିଲୁ, ଏହା ସ୍ପଷ୍ଟ ହୋଇଗଲା ଯେ ଭାଇରାଲ୍ ପୋଷ୍ଟ ଫେକ୍ ଅଟେ।

ଲୋକସଭା ନିର୍ବାଚନ ୨୦୨୪ ପାଇଁ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ ତାରିଖ, ଭାଇରାଲ ହେଉଥିବା ପୋଷ୍ଟ Fake
Image Credit: Lok Sabha Election 2024 Date

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More