Bollywood News: କଳା ଜଗତରେ ଶୋକର ଛାୟା, ପ୍ରାଣ ହାରିଲେ ବଲିଉଡର ଏହି ପ୍ରସିଦ୍ଧ ଗାୟକ...

Bollywood News: ପ୍ରସିଦ୍ଧ ଗଜଲ ଗାୟକ ପଙ୍କଜ ଉଦାସଙ୍କ ଦେହାନ୍ତ ହୋଇଯାଇଥିବା ଖବର ଏବେ ସାମ୍ନାକୁ ଆସିଛି। ସେ ଦୀର୍ଘ ସମୟ ଧରି ଅସୁସ୍ଥ ରହିଥିବା ବେଳେ ଆଜି ସେ ପ୍ରାଣ ତ୍ୟାଗ କରିଛନ୍ତି। ୭୨ ବର୍ଷ ବୟସରେ ସେ ପ୍ରାଣ ହରାଇଛନ୍ତି। ତାଙ୍କର ଦେହାନ୍ତ ଖବର ସମଗ୍ର କଳା ଜଗତରେ ଏକ ଶୋକର ଛାୟା ଖେଳାଇ ଦେଇଛି।

 Bollywood News: କଳା ଜଗତରେ ଶୋକର ଛାୟା, ପ୍ରାଣ ହାରିଲେ ବଲିଉଡର ଏହି ପ୍ରସିଦ୍ଧ ଗାୟକ...

About the Author