koraput

ମୌଳିକ ସୁବିଧାରୁ ବଞ୍ଚିତ ଏହି ଗାଁ, ଗ୍ରାମବାସୀଙ୍କ ପାଇଁ ସାତସପନ ପାଲଟିଛି ବିକାଶ

ଦୟନୀୟ ସ୍ଥିତିରେ ରହୁଛନ୍ତି ପଟାଙ୍ଗି ବ୍ଲକର ମାଡବାଲସା ଗାଁ ଲୋକେ ।   ବର୍ତ୍ତମାନ ଯାଏ ଏହି ଗାଁରେ ମୌଳିକ ସୁବିଧା ଅପହଞ୍ଚ ।  ଏହି ଗାଁରେ ରାସ୍ତା ନାହିଁ । ଏହାସହ ଆବାସ ଯୋଜାନର ଫେଲ ମାରିଛି । ନାହିଁ ନାହିଁରେ ଦିନ କାଟୁଛନ୍ତି ଲୋକେ । 

Nov 19, 2019, 07:17 PM IST

ବେସାହାରା ଭାଇଭଉଣୀଙ୍କୁ ସାହାରା ଦେବ କିଏ?

ପ୍ରଥମେ ବାପା ଆଉ ତା ପରେ ସବୁଦିନ ପାଇଁ ତିନି ନିଷ୍ପାପ ନିରୀହ ପିଲାଙ୍କୁ ପର କରି ଚାଲିଗଲେ ମା'

Nov 2, 2019, 05:44 PM IST

ହଁ, ଆମେ ଆଦିବାସୀ, ଜିଇଁବାକୁ ଚାହୁଁଛୁ...ହକ୍ ଦିଅ

ଦୀର୍ଘ ୧୦ ବର୍ଷ ହେଲାଣି ଜାରି ରହିଛି ସେମାନଙ୍କ ଆନ୍ଦୋଳନ 

Oct 31, 2019, 05:54 PM IST

ଓଡ଼ିଶାରେ ମିଳିଲା ସୁନା ଖଣିର ସନ୍ଧାନ, ମଲଟିସେନସର ଏରୋଜିଓଫିଜିକାଲ ସର୍ଭେ ଦ୍ୱାରା ହେଲା ଚିହ୍ନଟ

ସୁକିନ୍ଦା, କେଶରପୁର, କୋରାପୁଟ ଆଦି ଅଞ୍ଚଳରେ ଖଣିଗୁଡିକର ସନ୍ଧାନ ମିଳିଛି

Oct 23, 2019, 05:00 PM IST

ନନ୍ଦପୁରର ନିଆରା ଲାଠି ପୂଜା

କୋରାପୁଟ ଜିଲ୍ଲା ନନ୍ଦପୁରର ଏକ ସ୍ୱତନ୍ତ୍ର ମହତ୍ତ୍ୱ ରହିଛି । ଏହାର ସଂସ୍କୃତି ଓ ପରମ୍ପରା ଅନନ୍ୟ । ଏଠାକାର ନୂଆ ଧାନ ଜୟପୁର ଗଲାପରେ ଜୟପୁର ରାଜା ନୂଆ ଖାଇବା ପରମ୍ପରା ରହିଛି । ସେହିପରି ଏଠାରେ ଥିବା ଭୈରବୀ ମନ୍ଦିରରେ ଅଷ୍ଟମୀ ରାତିରେ ଲାଠି ପୂଜା ହେବା ପରେ ନବମୀ ଦିନ ଲାଠି ଠାକୁରାଣୀଙ୍କୁ ଜୟପୁର ରାଜାଙ୍କ ନିମନ୍ତ୍ରଣ କ୍ରମେ ଜୟପୁର ନିଆଯାଇଥାଏ । ଏଠାକାର ଏହି ଲାଠି ଠାକୁରାଣୀ ପୂଜା ପରମ୍ପରା ରାଜାରାଜୁଡା ଅମଳରୁ ଚାଲି ଆସିଛି ।

Oct 7, 2019, 08:21 PM IST

लोकसभा चुनाव 2019: कोरापुट में क्या BJD को हैट्रिक से रोक पाएगी कांग्रेस?

कोरापुट सीट कांग्रेस का गढ़ मानी जाती रही है. कांग्रेस यहां से सिर्फ दो ही चुनाव हारी. हालांकि पिछले दो चुनाव जीतकर बीजेडी ने इस सीट पर अपनी पकड़ मजबूत की है. 

Apr 26, 2019, 12:31 AM IST

लोकसभा चुनाव 2019: आदिवासी बहुल है कोरापुट सीट, इस बार होगा त्रिकोणीय मुकाबला

बीजद उम्मीदवार झीना हिकाका ने 2014 में गमांग को हराकर चुनाव जीता था. बीजद ने इस बार झीना की पत्नी कौशल्या को टिकट दिया है. 

Apr 6, 2019, 01:18 PM IST

TDP नेताओं की हत्या में शामिल माओवादी गिरफ्तार

 माओवादी की पहचान दांबारू खिला के रूप में की गई है, जिसे कोडिखाल गांव से गिरफ्तार किया गया.

Feb 8, 2019, 03:45 PM IST