Farmer Protest: ହିଂସାତ୍ମକ ପାଲଟିଛି ହକ୍ ର ଲଢ଼େଇ! ଜଣେ ଯୁବ ଚାଷୀଙ୍କ ସହ ପ୍ରାଣ ହାରିଛନ୍ତି ୩ ପୋଲିସ୍

Farmer Protest: ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (MSP) ଗ୍ୟାରେଣ୍ଟି ଆଇନ ଦାବିରେ ଚାଷୀ ସଂଗଠନ ତରଫରୁ ଆରମ୍ଭ ହୋଇଥିବା ‘ଦିଲ୍ଲୀ ଚଲୋ’ ଅଭିଯାନ ଏବେ ହିଂସାତ୍ମକ ମୋଡ଼ ନେଇଛି। ପଞ୍ଜାବବ-ହରିୟାଣା ସୀମାର ଶମ୍ଭୁ ଓ ଖନୌରୀ ରଣକ୍ଷେତ୍ର ପାଲଟିଛି। ସୀମାରେ ଏକାଠି ହୋଇଥିବା ହଜାର ହଜାର କୃଷକ(Farmer) ଟ୍ରାକ୍ଟର ଓ ବୁଲ୍‌ଡୋଜର ବ୍ୟବହାର କରି ବ୍ୟାରିକେଡ ହଟାଇବାକୁ ପ୍ରୟାସ କରିବାରୁ ଆନ୍ଦୋଳନ ହିଂସା କାଣ୍ଡର ରୂପ ନେଇଛି।

Farmer Protest: ହିଂସାତ୍ମକ ପାଲଟିଛି ହକ୍ ର ଲଢ଼େଇ! ଜଣେ ଯୁବ ଚାଷୀଙ୍କ ସହ ପ୍ରାଣ ହାରିଛନ୍ତି ୩ ପୋଲିସ୍

About the Author