Pakistan: ବିଦ୍ୟୁତ ଚୋରି ଅଭିଯୋଗରେ ୩ ବର୍ଷର ଶିଶୁ ବିରୋଧରେ ହେଲା FIR, କୋର୍ଟରେ ହେଲେ ହାଜର

Pakistan News: ଖେବର ପଖ୍ତୁନଖ୍ୱା ପ୍ରଦେଶରେ ତିନି ବର୍ଷର ଶିଶୁଙ୍କ ବିରୋଧରେ ବିଦ୍ୟୁତ୍ ଚୋରି ମାମଲା ରୁଜୁ ହୋଇଛି। କେବେଳ ଏତିକି ନୁହଁ ଶିଶୁକୁ କୋର୍ଟରେ ହାଜର କରାଯାଇଛି। ତେବେ ଆସନ୍ତୁ କହୁଛୁ କ'ଣ ରହିଛି ପୂରା ମାମଲା।

Pakistan: ବିଦ୍ୟୁତ ଚୋରି ଅଭିଯୋଗରେ ୩ ବର୍ଷର ଶିଶୁ ବିରୋଧରେ ହେଲା FIR, କୋର୍ଟରେ ହେଲେ ହାଜର
Image Credit: electricity theft in Pakistan

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More