Gold Price: ସୁନା ଦରରେ ବୃହତ ହ୍ରାସ, ଭୁବନେଶ୍ୱରରେ ଏତିକି ରହିଛି ଭରି ପିଛା ମୂଲ୍ୟ

ଆଜି ଗୁରୁବାର ୨୩ ମଇ ୨୦୨୪ ତାରିଖରେ ମଧ୍ୟ ସୁନା ଦରରେ ହ୍ରାସ ଘଟିଛି। ଗୁଡସ ରିଟର୍ଣ୍ଣ ତଥ୍ୟ ଅନୁଯାୟୀ ଭାରତୀୟ ସୁନା ବଜାରରେ ଭରି ପିଛା ହଜାରେ ଟଙ୍କା ହ୍ରାସ ଘଟିଛି। ୨୨ କ୍ୟାରେଟ ସୁନା ଭରି ପିଛା ୧୦୦୦ ଟଙ୍କା ହ୍ରାସ ଘଟିଥିବା ବେଳେ ୨୪ କ୍ୟାରେଟ ଭରି ପିଛା ୧୦୯୦ ଟଙ୍କା ହ୍ରାସ ଘଟିଥିବା ନେଇ ଗୁଡସ ରିଟର୍ଣ୍ଣ ସୂଚନା ଦେଇଛି। ତ

Gold Price: ସୁନା ଦରରେ ବୃହତ ହ୍ରାସ, ଭୁବନେଶ୍ୱରରେ ଏତିକି ରହିଛି ଭରି ପିଛା ମୂଲ୍ୟ

About the Author