Garlic Price: ଖାଉଟିଙ୍କ ପାଇଁ ଖୁସି ଖବର, କମିଲା ରସୁଣ ଦର !

Garlic Price: ରସୁଣ ହୋଲସେଲରଙ୍କ କହିବାନୁଯାୟୀ ମଧ୍ୟପ୍ରଦେଶରେ ଅଦିନିଆ ବର୍ଷା ହେବା କାରଣରୁ ରସୁଣ ଯୋଗାଣରେ ପ୍ରଭାବ ପଡିଥିଲା । ଫଳରେ ବଜାରରେ ରସୁଣର ମୂଲ୍ୟ ବୃଦ୍ଧି ପାଇଛି । ବର୍ତ୍ତମାନ ନୂଆ ଫସଲ ଆସିବା କାରଣରୁ ଦର ଖସିଛି ।

Garlic Price: ଖାଉଟିଙ୍କ ପାଇଁ ଖୁସି ଖବର, କମିଲା ରସୁଣ ଦର !

About the Author