ଝିଅ ବାହାଘର ପାଇଁ ୨୫ ହଜାର ଦେବେ ମୁଖ୍ୟମନ୍ତ୍ରୀ, ପଢ଼ନ୍ତୁ ପୂରା ଖବର

କେନ୍ଦୁପତ୍ର ତୋଳାଳୀଙ୍କ ନିମନ୍ତେ ରାଜ୍ୟ ସରକାର ପ୍ୟାକେଜ୍ ଘୋଷଣା କରିଛନ୍ତି । ୨ ଶହ କୋଟିର ପ୍ୟାକେଜ ଆଜି ଘୋଷଣା କରାଯାଇଛି । କେନ୍ଦୁପତ୍ରର ଦର ବୃଦ୍ଧି କରାଯାଇଛି ଯାହା ପୂର୍ବରୁ ୧ଟଙ୍କା ୪୦ ପଇସା ଥିଲା ତାହା ବର୍ତ୍ତମାନ ୨୦ ପଇସା ବୃଦ୍ଧି କରାଯାଇଛି ।

ଝିଅ ବାହାଘର ପାଇଁ ୨୫ ହଜାର ଦେବେ ମୁଖ୍ୟମନ୍ତ୍ରୀ, ପଢ଼ନ୍ତୁ ପୂରା ଖବର

About the Author