ପାନ-ଆଧାର ଲିଙ୍କ ବିଳମ୍ବିତ ଦେୟ ବାବଦରେ ସରକାର ନେଇଛନ୍ତି ୬୦୦ କୋଟି !

ପାନ୍-ଆଧାର ଲିଙ୍କର ବିଳମ୍ବିତ ଦେୟ ବାବଦରେ ସରକାରଙ୍କ ରାଜକୋଷକୁ ୬୦୦ କୋଟି ଟଙ୍କା ଆସିଥିବା ଜଣାପଡ଼ିଛି। ସରକାର ସୋମବାର ସଂସଦକୁ ସୂଚନା ଦେଇ କହିଛନ୍ତି ଯେ ପ୍ରାୟ ୧୧.୪୮ କୋଟି ସ୍ଥାୟୀ ଆକାଉଣ୍ଟ ନମ୍ବର ବାୟୋମେଟ୍ରିକ ପରିଚୟ ସହିତ ଯୋଡ଼ି ହୋଇନଥିଲା। ଅର୍ଥ ରାଜ୍ୟ ମନ୍ତ୍ରୀ ପଙ୍କଜ ଚୌଧୂରୀ ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଜବାବ ଦେଇ କହିଥିଲେ କି ଜାନ

ପାନ-ଆଧାର ଲିଙ୍କ ବିଳମ୍ବିତ ଦେୟ ବାବଦରେ ସରକାର ନେଇଛନ୍ତି ୬୦୦ କୋଟି !

About the Author