Heavy Rain: ବର୍ଷା କାରଣରୁ ବେହାଲ୍ ମାୟାନଗରୀ ମୁମ୍ୱାଇ, ୨ ମୃତ ସୂଚନା

ପାଣିପାଗ ବିଭାଗ ପକ୍ଷରୁ ମୁମ୍ବାଇ ପାଇଁ ୟେଲୋ ଆଲର୍ଟ ଏବଂ ଥାନେ ପାଇଁ ଅରେଞ୍ଜ୍ ଆଲର୍ଟ ଜାରି କରାଯାଇଛି । ଗତକାଲି ରାତିରେ ମୁମ୍ବାଇରେ ପ୍ରବଳ ବର୍ଷା କାରଣରୁ ବିକ୍ରୋଲିରେ ଘରର କିଛି ଅଂଶ ଭୁଶୁଡ଼ି ପଡ଼ିବାରୁ ଜଣେ ନାବାଳକ ଏବଂ ତାଙ୍କ ପିତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

Heavy Rain: ବର୍ଷା କାରଣରୁ ବେହାଲ୍ ମାୟାନଗରୀ ମୁମ୍ୱାଇ, ୨ ମୃତ ସୂଚନା

About the Author