HRTC Bus Accident: ବସ୍ ଦୁର୍ଘଟଣାରେ ୪ ମୃତ, ଅନେକ ଆହତ

Shimla Accident News: ବସଟି ଡିଭାଇଡରରେ ପିଟି ହୋଇ ଓଲଟି ପଡିଥିଲା । ଆଖି ପିଛୁଳାକେ ଏପରି ହେବ ବୋଲି ଯାତ୍ରୀମାନେ କେବେ ବି ଭାବିନଥିଲେ । କେହି ବସରୁ ବାହାରିବାକୁ ସମୟ ମଧ୍ୟ ପାଇନଥିଲେ ।

HRTC Bus Accident: ବସ୍ ଦୁର୍ଘଟଣାରେ ୪ ମୃତ, ଅନେକ ଆହତ

About the Author