India NIRF Ranking 2024: ପୁଣିଥରେ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନର ମାନ୍ୟତା ପାଇଲା IIT ମାଡ୍ରାସ
Advertisement
Article Detail0/zeeodisha/odisha2380699

India NIRF Ranking 2024: ପୁଣିଥରେ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନର ମାନ୍ୟତା ପାଇଲା IIT ମାଡ୍ରାସ

India NIRF Ranking 2024: ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ବର୍ଗରେ ଜାମିଆ ମିଲିଆ ଇସଲାମିଆକୁ ପୁଣିଥରେ ତୃତୀୟ ସ୍ଥାନ ମିଳିଛି । ଆଇଆଇଏ ଅହମଦାବାଦକୁ ଶ୍ରେଷ୍ଠ ବିଜନେସ ସ୍କୁଲର ମାନ୍ୟତା ମିଳିଛି । ଦିଲ୍ଲୀର ହିନ୍ଦୁ କଲେଜକୁ ଶ୍ରେଷ୍ଠ କଲେଜ ମାନ୍ୟତା ମିଳିଛି । ଫାର୍ମାସୀ ପାଇଁ ଜାମିଆ ହାମଦରକୁ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମାନ୍ୟତା ଦିଆଯାଇଛି ।

India NIRF Ranking 2024: ପୁଣିଥରେ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନର ମାନ୍ୟତା ପାଇଲା IIT ମାଡ୍ରାସ

India NIRF Ranking 2024: ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ରାଙ୍କିଙ୍ଗ ଫ୍ରେମୱାର୍କ ପକ୍ଷରୁ ଆଜି ଦେଶର ସର୍ବଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ତାଲିକା ଜାରି କରାଯାଇଛି । ଯେଉଁଥିରେ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ରାଙ୍କିଙ୍ଗରେ କ୍ରମାଗତ ଭାବେ ଇଞ୍ଜିନିୟରିଂ କ୍ଷେତ୍ରରେ ଅଷ୍ଟମ ଥର ପାଇଁ ଆଇଆଇଟି ମାଡ୍ରାନ ୧  ନମ୍ବର ସ୍ଥାନରେ ରହିଛି। ଏହା ପରେ ଦ୍ୱିତୀୟ ସ୍ଥାନରେ ଅତିଆର କରିଛି ଇଣ୍ଡିଆନ ଇଷ୍ଟିଚ୍ୟୁଟ ଅଫ ସାଇନ୍ସ ବେଙ୍ଗାଲୁରୁ । ସେହିପରି ୩ୟ ସ୍ଥାନରେ ରହିଛି ଆଇଆଇଟି ବମ୍ବେ, ୪ର୍ଥ ସ୍ଥାନରେ ଆଇଆଇଟି ଦିଲ୍ଲୀ, ୫ମ ସ୍ଥାନରେ ଆଇଆଇଟି କାନପୁର, ୬ଷ୍ଠ ସ୍ଥାନରେ ଆଇଆଇଟି ଖଡ଼ଗପୁର, ୭ମ ସ୍ଥାନରେ ଦିଲ୍ଲୀ ଏମ୍ସ,, ୮ମ ସ୍ଥାନରେ ଆଇଆଇଟି ଋକୀ, ୯ମ ସ୍ଥାନରେ ଆଇଆଇଟି ଗୁହାଟୀ, ୧୦ମ ସ୍ଥାନରେ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (JNU) ରହିଛି ।

ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ବର୍ଗରେ ଜାମିଆ ମିଲିଆ ଇସଲାମିଆକୁ ପୁଣିଥରେ ତୃତୀୟ ସ୍ଥାନ ମିଳିଛି । ଆଇଆଇଏ ଅହମଦାବାଦକୁ ଶ୍ରେଷ୍ଠ ବିଜନେସ ସ୍କୁଲର ମାନ୍ୟତା ମିଳିଛି । ଦିଲ୍ଲୀର ହିନ୍ଦୁ କଲେଜକୁ ଶ୍ରେଷ୍ଠ କଲେଜ ମାନ୍ୟତା ମିଳିଛି । ଫାର୍ମାସୀ ପାଇଁ ଜାମିଆ ହାମଦରକୁ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମାନ୍ୟତା ଦିଆଯାଇଛି ।

Also Read- Ganesh Chaturthi 2024 Rashifal: ୩ ରାଶି ପାଇବେ ବିଘ୍ନବିନାଶକ ଶ୍ରୀ ଗଣେଶଙ୍କ ଆଶୀର୍ବାଦ

Also Read- ଏଜ୍‍ମା ଓ ଫିମି ସଭାପତିଙ୍କ ନାଁରେ ଖଣିଜ ନିୟମ ଉଲ୍ଲଂଘନ ଅଭିଯୋଗ