Kochi Water Metro: ଆଜିଠାରୁ ପାଣିରେ ଦୌଡ଼ିବ ମେଟ୍ରୋ, ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Kochi Water Metro: ଆଜିଠାରୁ ପାଣିରେ ଚାଲିବ ମେଟ୍ରୋ । କେରଳର ବନ୍ଦନ ନଗରୀ କୋଚିଠାରେ ଦେଶର ପ୍ରଥମ ୱାଟର ମେଟ୍ରୋର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। କୋଚି ସହର ସମେତ ଏହାର ୧୦ ଆଖପାଖ ଦ୍ୱୀପକୁ ଜଳ ମାର୍ଗରେ ସଂଯୋଗ କରିବ ଏହି ୱାଟର ମେଟ୍ରୋ। ।

Kochi Water Metro: ଆଜିଠାରୁ ପାଣିରେ ଦୌଡ଼ିବ ମେଟ୍ରୋ, ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
Image Credit: ସୌ(ସୋସିଆଲ ମିଡିଆ)

About the Author