Road Accident: ଭୟଙ୍କର ସଡ଼କ ଦୁର୍ଘଟଣା, ୪ ମୃତ, ୧୮ ଆହତ

Road Accident: ଏକ ଅନିୟନ୍ତ୍ରିତ ଟ୍ରକ ଉତ୍ତରପ୍ରଦେଶର ମୈନପୁରୀର ରାସ୍ତା କଡ଼ରେ ପାର୍କିଂ ହୋଇଥିବା ଏକ ଟ୍ରାକ୍ଟର-ଟ୍ରଲିକୁ ଧକ୍କା ଦେଇଛି। ଟ୍ରାକ୍ଟର-ଟ୍ରଲିରେ ଯାତ୍ରା କରୁଥିବା ଚାରିଜଣ ମହିଳା ଏହି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବେଳେ ୧୮ ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଟ୍ରାକ୍ଟର-ଟ୍ରଲିରେ ସମୁଦାୟ ୪୦ ଜଣ ଲୋକ ଯାତ୍ରା କରୁଥିବା ବେଳେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି।

Road Accident: ଭୟଙ୍କର ସଡ଼କ ଦୁର୍ଘଟଣା, ୪ ମୃତ, ୧୮ ଆହତ

About the Author