Aarogya Maitri Cube Hospital: ମାତ୍ର ୮ ମିନିଟ ମଧ୍ୟରେ ପ୍ରସ୍ତୁତ ହୋଇଗଲା ଜରୁରୀକାଳୀନ ଡାକ୍ତରଖାନା, ଜାଣନ୍ତୁ ଏହାର ବିଶେଷତ୍ୱ

Aarogya Maitri Cube: ଭାରତ ପୁଣି ଥରେ ଏକ ବଡ଼ ସଫଳତା ହାସଲ କରି ବିଶ୍ୱକୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି। ମେଡ ଇନ ଇଣ୍ଡିଆ ପ୍ରକଳ୍ପ ଏକ ଡାକ୍ତରଖାନା ପ୍ରସ୍ତୁତ କରାଯାଇଛି। ଯାହା ୮ ଘଣ୍ଟା ମଧ୍ୟରେ ଯେକୌଣସି ସ୍ଥାନରେ ପ୍ରସ୍ତୁତ ହୋଇପାରିବ।

Aarogya Maitri Cube Hospital: ମାତ୍ର ୮ ମିନିଟ ମଧ୍ୟରେ ପ୍ରସ୍ତୁତ ହୋଇଗଲା ଜରୁରୀକାଳୀନ ଡାକ୍ତରଖାନା, ଜାଣନ୍ତୁ ଏହାର ବିଶେଷତ୍ୱ

About the Author