UP News: ଗୋହତ୍ୟା ମାମଲାରେ ବଜରଙ୍ଗ ଦଳ ନେତାଙ୍କ ସହ ୬ ଗିରଫ

Moradabad News: ଗୋହତ୍ୟା ମାମଲାରେ ମୋରଦାବାଦ ପୋଲିସ ବଜରଙ୍ଗ ଦଳର ନେତାଙ୍କ ସହିତ ମୋଟ ୬ଜଣଙ୍କୁ ଗିରଫ କରିଛି । ସୂଚନା ମୁତାବକ ଅନୈତିକ କାର୍ଯ୍ୟ କରିବାକୁ ଅଭିଯୁକ୍ତମାନେ ପୋଲିସ ଉପରେ ଚାପ ପ୍ରୟୋଗ କରୁଥିବାର ଅଭିଯୋଗ ହୋଇଥିଲା ।

UP News: ଗୋହତ୍ୟା ମାମଲାରେ ବଜରଙ୍ଗ ଦଳ ନେତାଙ୍କ ସହ ୬ ଗିରଫ

About the Author