ବଜେଟ୍ ପୂର୍ବରୁ ଜାରି ହେଲା ପେଟ୍ରୋଲ-ଡିଜେଲର ନୂଆ ଦର, ଫଟାଫଟ୍ ଚେକ୍ କରନ୍ତୁ କ'ଣ ରହିଛି ଆଜିର ରେଟ୍

Petrol Diesel Price Today 1 February 2024: ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି। ଆଜି ଉପସ୍ଥାପିତ ବଜେଟ୍ ଉପରେ ସମଗ୍ର ଦେଶର ନଜର ରହିବ। ଏହାପୂର୍ବରୁ ସରକାରୀ ତୌଳ କମ୍ପାନୀଗୁଡିକ ପେଟ୍ରୋଲ ଓ ଡିଜେଲର ନୂତନ ମୂଲ୍ୟ ଜାରି କରିଛନ୍ତି।

ବଜେଟ୍ ପୂର୍ବରୁ ଜାରି ହେଲା ପେଟ୍ରୋଲ-ଡିଜେଲର ନୂଆ ଦର, ଫଟାଫଟ୍ ଚେକ୍ କରନ୍ତୁ କ'ଣ ରହିଛି ଆଜିର ରେଟ୍
Image Credit: Petrol Diesel Price Today 1 February 2024

About the Author