Nita Ambani: ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟିର ପୁନଃନିର୍ବାଚିତ ସଦସ୍ୟ ହେଲେ ନିତା ଅମ୍ବାନୀ, ୯୩ ଭୋଟର ଦେଲେ ଭୋଟ୍

Nita Ambani re-elected as IOC member: ଆଇଓସିର ସଦସ୍ୟ ଭାବରେ ନୀତା ଅମ୍ବାନୀ ସର୍ବସମ୍ମତି କ୍ରମେ ପୁନଃ ନିର୍ବାଚିତ ହୋଇଛନ୍ତି। ମୋଟ ୯୩ ଭୋଟର ସେମାନଙ୍କର ଭୋଟ୍ ନୀତା ଅମ୍ବାନୀଙ୍କ ସପକ୍ଷରେ ଦେଇଥିଲେ। ନିର୍ବାଚନ ପରେ ନୀତା ଅମ୍ବାନୀ ଆଇଓସିଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Nita Ambani: ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟିର ପୁନଃନିର୍ବାଚିତ ସଦସ୍ୟ ହେଲେ ନିତା ଅମ୍ବାନୀ, ୯୩ ଭୋଟର ଦେଲେ ଭୋଟ୍
Image Credit: Nita Ambani re-elected as IOC member

About the Author