BJD Candidate List 2024: ସାଧାରଣ ନିର୍ବାଚନ ପାଇଁ ବିଜେଡି ଘୋଷଣା କଲା ପ୍ରାର୍ଥୀ ତାଲିକା; ଏଠାରେ ଦେଖନ୍ତୁ ପୂରା ଲିଷ୍ଟ
Advertisement
Article Detail0/zeeodisha/odisha2176281

BJD Candidate List 2024: ସାଧାରଣ ନିର୍ବାଚନ ପାଇଁ ବିଜେଡି ଘୋଷଣା କଲା ପ୍ରାର୍ଥୀ ତାଲିକା; ଏଠାରେ ଦେଖନ୍ତୁ ପୂରା ଲିଷ୍ଟ

BJD Candidate List 2024: ବିଜୁ ଜନତା ଦଳ (ବିଜେଡି) ବୁଧବାର ଦିନ ଓଡି଼ଶାରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛି। 

BJD Candidate List 2024
BJD Candidate List 2024: ବିଜୁ ଜନତା ଦଳ (ବିଜେଡି) ବୁଧବାର ଦିନ ଓଡି଼ଶାରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀଙ୍କ ନାମ ମୁଖ୍ୟମନ୍ତ୍ରୀ ତଥା ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।  ଏଥିରେ ୭୨ଟି ବିଧାନସଭା ଆସନ ଏବଂ ୯ ଲୋକସଭା ଆସନ ଲାଗି ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ଏକ ଭିଡିଓ ବାର୍ତ୍ତାରେ ଶ୍ରୀ ପଟ୍ଟନାୟକ ଏହି ସୂଚନା ଗଣମାଧ୍ୟମକୁ ପ୍ରଦାନ କରିଛନ୍ତି। ଏଠାରେ ଦେଖନ୍ତୁ ପୂରା ଲିଷ୍ଟ-
 
ବିଧାନସଭା ପାଇଁ ବିଜେଡି ପ୍ରାର୍ଥୀ ତାଲିକା
 
1. ବିଷମ କଟକ- ଜଗନ୍ନାଥ ସାରକା
2. ଗୁଣୁପୁର-  ରଘୁନାଥ ଗମାଙ୍ଗ
3. ରାୟଗଡ଼ା-ଅନୁସୟା ମାଝି
4. ବରଗଡ଼- ଦେବେଶ ଆଚାର୍ଯ୍ୟ
5. ବିଜେପୁର-ରୀତା ସାହୁ
6. ଅତାବିରା- ସ୍ନେହାଙ୍ଗିନୀ ଛୁରିଆ
7. ଭଟଲୀ- ସୁଶାନ୍ତ ସିଂହ
8. ଜଳେଶ୍ୱର- ଅଶ୍ୱିନୀ କୁମାର ପାତ୍ର
9. ବସ୍ତା- ସୁବାସିନୀ ଜେନା
10. ଭଣ୍ଡାରିପୋଖରୀ- ସଞ୍ଜୀବ କୁମାର ମଲ୍ଲିକ
11. ଭଦ୍ରକ- ପ୍ରଫୁଲ୍ଲ ସାମଲ
12. ବାସୁଦେବପୁର- ବିଷ୍ଣୁପଦ ରାଉତରାୟ
13. ଦାମ ନଗର- ଡ. ସଞ୍ଜୟ କୁମାର ଦାସ
14. ଚାନ୍ଦବାଲି-ବ୍ୟମକେଶ ରାୟ
15. ବିଞ୍ଝାରପୁର- ପ୍ରମିଳା ମଲ୍ଲିକ
16. ଧର୍ମଶାଳା- ପ୍ରଣବ କୁମାର ବଳବନ୍ତରାୟ
17. ଯାଜପୁର- ସୁଜାତା ସାହୁ
18. ସୁକିନ୍ଦା- ପ୍ରୀତିରଞ୍ଜନ ଘଡ଼ାଇ
19. ଢେଙ୍କାନାଳ- ସୁଧୀର କୁମାର ସାମଲ
20. କାମାକ୍ଷା ନଗର- ପ୍ରଫୁଲ୍‍ କୁମାର ମଲ୍ଲିକ
21. ପରଜଙ୍ଗ- ନୃସିଂହ ସାହୁ
22. ପାଳଲହଡ଼ା- ମୁକେଶ କୁମାର ପାଲ
23. ଛେଣ୍ଡିପଦା- ସୁଶାନ୍ତ କୁମାର ବେହେରା
24. ସୋନପୁର- ନିରଞ୍ଜନ ପୁଜାରୀ
25. ଲୁଇସିଂହା- ନିହାର ରଞ୍ଜନ ବେହେରା
26. ପାଟଣାଗଡ଼: ସରୋଜକୁମାର ମେହେର
27. ବଲାଙ୍ଗୀର - କଳିକେଶ ନାରାୟଣ ସିଂହଦେଓ
28. ଟିଟିଲାଗଡ଼- ଟୁକୁନି ସାହୁ
29. ନୂଆପଡ଼ା- ରାଜେନ୍ଦ୍ର ଢୋଲକିଆ
30. ଉମରକୋଟ- ରବିନା ନାୟକ
31. ଝରିଗାଁ- ରମେଶ ଚନ୍ଦ୍ର ମାଝି
32. ନବରଙ୍ଗପୁର- କୌଶଲ୍ୟା ପ୍ରଧାନୀ
33. ଡାବୁଗାଁ -ମନୋହର ରନ୍ଧାରୀ
34. ଲୟଞ୍ଜିଗଡ଼- ପ୍ରଦୀପ କୁମାର ଦିଶାରୀ
35. ଜୁନାଗଡ଼-ଦିବ୍ୟଶଙ୍କର ମିଶ୍ର
36. ଧର୍ମଗଡ଼- ପୁଷ୍ପେନ୍ଦ୍ର ସିଂହଦେଓ
37. ଭବାନୀ ପାଟଣା-ଲତିକା ନାୟକ
38. ଜି ଉଦୟଗିରି- ସାଲୁଗା ପ୍ରଧରନ
39. କନ୍ଧମାଳ- ମହୀଧର ରଣା
40. ବୌଦ୍ଧ-ପ୍ରଦୀପ କୁମାର ଅମାତ
41. ବଡ଼ମ୍ବା- ଦେବୀ ପ୍ରସାଦ  ମିଶ୍ର
42. ବାଙ୍କି- ଦେବୀରଞ୍ଜନ ତ୍ରିପାଠୀ
43. ଆଠଗଡ଼- ରଣେନ୍ଦ୍ର ପ୍ରତାପ ସ୍ୱାଇଁ
44. ଚୌଦ୍ୱାର-କଟକ- ସୌଭିକ ବିଶ୍ୱାଳ
45. ନିଆଳି- ପ୍ରମୋଦ କୁମାର ମଲ୍ଲିକ
46. କଟକ ସଦର- ଚନ୍ଦ୍ରସାରଥି ବେହେରା
47. ପାଟକୁରା-ଅରବିନ୍ଦ ମହାପାତ୍ର
48. ଆଳି- ପ୍ରତାପ କେଶରୀ ଦେବ
49. ରାଜନଗର-ଧ୍ରୁବଚରଣ ସାହୁ
50. ମହାକାଳପଡ଼ା- ଅତନୁ ସବ୍ୟସାଚୀ ନାୟକ
51. ପୁରୀ- ସୁନୀଲ ମହାନ୍ତି
52. ବ୍ରହ୍ମଗିରି- ଉମାକାନ୍ତ ସାମନ୍ତରାୟ
53. ସତ୍ୟବାଦୀ- ସଞ୍ଜୟ ଦାସବର୍ମା
54. ପିପିଲି- ରୁଦ୍ର ପ୍ରତାପ ମହାରଥୀ
55. ଜଟଣୀ- ବିଭୁତି ବଳବନ୍ତରାୟ
56. ରଣପୁର- ସତ୍ୟ ନାରାୟଣ ପ୍ରଧାନ
57. ଦଶପଲ୍ଲା- ରମେଶ ଚନ୍ଦ୍ର ବେହେରା
58. ନୟାଗଡ଼- ଅରୁଣ କୁମାର ସାହୁ
59. ଭଞ୍ଜ ନଗର-ବିକ୍ରମ କେଶରୀ ଆରୁଖ
60. ପୋଲସରା-ଶ୍ରୀକାନ୍ତ ସାହୁ
61. କବିସୂର୍ଯ୍ୟ ନଗର- ଲତିକା ପ୍ରଧାନ
62. ଛତ୍ରପୁର- ସୁଭାଷ ଚନ୍ଦ୍ର ବେହେରା
63. ସୋରଡ଼ା- ସଙ୍ଘମିତ୍ରା ସ୍ୱାଇଁ
64. ହିଞ୍ଜିଳି- ନବୀନ ପଟ୍ଟନାୟକ
65. ଗୋପାଳପୁର- ବିକ୍ର୍ରମ କୁମାର ପଣ୍ଡା
66. ଦିଗପହଣ୍ଡି- ବିକ୍ରମ ପାତ୍ର
67. ଚିକିଟି- ଚିନ୍ମୟନନ୍ଦ ଶ୍ରୀରୂପଦେବ
68. କୋଟପାଡ଼-ଚନ୍ଦ୍ରଶେଖର ମାଝି
69. କୋରାପୁଟ- ରଘୁରାମ ପଡାଲ
70. ମାଲକାନଗିରି-ମାନସ ମାଡ଼କାମୀ
71. ଘସିପୁରା- ବଦ୍ରି ନାରାୟଣ ପାତ୍ର
72. ପାଟଣା- ଜଗନ୍ନାଥ ନାୟକ
 
ସଂସଦୀୟ ପ୍ରାର୍ଥୀ
1. କଳାହାଣ୍ଡି—ଲମ୍ବୋଦର ନିଆଲ
2. ସମ୍ବଲପୁର-ପ୍ରଣବ ପ୍ରକାଶ ଦାସ
3. ସୁନ୍ଦରଗଡ଼- ଦିଲ୍ଲୀପ ତିର୍କୀ
4. ମୟୁରଭଞ୍ଜ- ସୁଦାମ ମାରାଣ୍ଡି
5. କେନ୍ଦ୍ରାପଡ଼ା- ଅଂଶୁମାନ ମହାନ୍ତି
6. ନବରଙ୍ଗପୁର- ପ୍ରଦୀପ କୁମାର ମାଝି
7. ଭୁବନେଶ୍ୱର- ମନ୍ମଥ ରାଉତରାୟ
8. କୋରାପୁଟ- କୌଶଲ୍ୟା ହିକକା
9. ଆସ୍କା- ରଞ୍ଜିତା ସାହୁ