Train Cancelled: ଆଜି ଏହି ସବୁ ରୁଟକୁ ଟ୍ରେନ୍ ଚଳାଚଳ ବାତିଲ୍, ଏଠାରେ ଚେକ୍ କରି ନିଅନ୍ତୁ ପୂରା ତାଲିକା

Train Cancelled: ରେଳ ଧାରଣାରେ (Railway track) ପଥର ଖସି ପଡିବାରୁ ଟ୍ରେନ୍ (Boulder falls on railway track) ଚଳାଚଳ ବାତିଲ ହୋଇଛି (Train Cancelled) । କୋରାପୁଟ ଜିଲ୍ଲା (Koraput) ଜୟପୁର ରାସ୍ତାର ଜର୍ଟି ଓ ମାନବାର ମଧ୍ୟରେ ପାହାଡ଼ରୁ ବଡ ପଥର ଖଣ୍ଡ ଟ୍ରାକ ଉପରେ ପଡ଼ିବାରୁ କୋରାପୁଟ ଜଗଦଲପୁରକୁ ଟ୍ରେନ ଚଳାଚଳ ବ୍ୟାହତ ହୋଇଛି। ଫଳରେ ଶହ ଶହ ଟ୍ରେନ୍ ମଝି ରାସ୍ତାରେ ଅଟକି ରହିଛି ।

Train Cancelled: ଆଜି ଏହି ସବୁ ରୁଟକୁ ଟ୍ରେନ୍ ଚଳାଚଳ ବାତିଲ୍,  ଏଠାରେ ଚେକ୍ କରି ନିଅନ୍ତୁ ପୂରା ତାଲିକା
Image Credit: ସୌଜନ୍ୟ- ସୋସିଆଲ ମିଡି଼ଆ

About the Author