Petrol Diesel Price: ଆଜିର ପେଟ୍ରୋଲ ଡିଜେଲ ଦର, ଜାଣନ୍ତୁ ଲିଟର ପିଛା ଓଡ଼ିଶାରେ ଆଜିର ମୂଲ୍ୟ..

Petrol Diesel Price: ଫେବୃଆରୀ ୧୬ ତାରିଖ ତଥା ଆଜି ସାରା ଦେଶର ପେଟ୍ରୋଲ ଡିଜେଲ ମୂଲ୍ୟ ପ୍ରକାଶ ପାଇଛି। ଜାତୀୟ ସ୍ତରରେ ଇନ୍ଧନ ମୂଲ୍ୟରେ ସ୍ଥିରତା ଦେଖିବାକୁ ମିଳିଛି। ଅଶୋଧିତ ତୈଳର ଆନ୍ତର୍ଜାତୀୟ ମୂଲ୍ୟ ଅନୁଯାୟୀ ଭାରତରେ ଇନ୍ଧନର ମୂଲ୍ୟରେ ସ୍ଥିର ରହିଥିବା ଦେଖିବାକୁ ମିଳିଛି।

Petrol Diesel Price: ଆଜିର ପେଟ୍ରୋଲ ଡିଜେଲ ଦର, ଜାଣନ୍ତୁ ଲିଟର ପିଛା ଓଡ଼ିଶାରେ ଆଜିର ମୂଲ୍ୟ..

About the Author