Petrol Diesel Price: ବଢ଼ିଲା ଲିଟର ପିଛା ପେଟ୍ରୋଲ ଡିଜେଲ ମୂଲ୍ୟ, ଆଜି ଓଡ଼ିଶାରେ...

Petrol Diesel Price: ଫେବୃଆରୀ ୨୩ ତାରିଖ ତଥା ଆଜି ସାରା ଦେଶର ପେଟ୍ରୋଲ ଡିଜେଲ ମୂଲ୍ୟ ପ୍ରକାଶ ପାଇଛି। ଜାତୀୟ ସ୍ତରରେ ଇନ୍ଧନ ମୂଲ୍ୟରେ ବୃଦ୍ଧି ଦେଖିବାକୁ ମିଳିଛି। ଅଶୋଧିତ ତୈଳର ଆନ୍ତର୍ଜାତୀୟ ମୂଲ୍ୟ ଅନୁଯାୟୀ ଭାରତରେ ଇନ୍ଧନର ମୂଲ୍ୟ ବଢ଼ିଥିବା ଦେଖିବାକୁ ମିଳିଛି।ଶୁକ୍ରବାର ଦିନ ଦେଶର ପ୍ରମୁଖ ସହରଗୁଡ଼ିକରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲୋକମାନଙ୍କ ଚିନ୍ତା ବଢ଼ାଇ ଦେଇଛି।

Petrol Diesel Price: ବଢ଼ିଲା ଲିଟର ପିଛା ପେଟ୍ରୋଲ ଡିଜେଲ ମୂଲ୍ୟ, ଆଜି ଓଡ଼ିଶାରେ...

About the Author