Petrol Diesel Price Today: ଖସିଲା ତୈଳ ଦର, ଓଡ଼ିଶାରେ ଲିଟର ପିଛା ଏତିକି ରହିଛି ରେଟ୍?

Petrol Diesel Price Today: ଗ୍ରାହକଙ୍କ ପାଇଁ ଖୁସି ଖବର...ଖସିଲା ତେଲ ଦର (Petrol Diesel Rates)। ଆଜି ତୈଳର ଆନ୍ତର୍ଜାତୀୟ ବଜାର ମୂଲ୍ୟରେ ଦର ଗତକାଲି ଅପେକ୍ଷା ଆଜି କମ୍ ରହିଛି। ତେବେ, ଗାଡ଼ିରେ ତେଲ ପକାଇବା ପୂର୍ବରୁ ଜାଣିନିଅନ୍ତୁ ଆଜି କେଉଁ ସହରରେ କେତେ ରହିଛି ପେଟ୍ରୋଲ-ଡିଜେଲ୍ ଦର ?

Petrol Diesel Price Today: ଖସିଲା ତୈଳ ଦର, ଓଡ଼ିଶାରେ ଲିଟର ପିଛା ଏତିକି ରହିଛି ରେଟ୍?

About the Author