Advertisement
photoDetails0hindi

Photos: ୩ ସନ୍ତାନର ମା' ବନାଇଲେ 'ଲୁହା' ପରି ଶରୀର, ବାଇସେପ୍ସ ଦେଖି ଯୁବକମାନେ ମଧ୍ୟ ହେବେ ଲଜ୍ଜିତ!

Female Bodybuilder: ଆମେରିକାର କାଲିଫର୍ନିଆର ଜଣେ ଅବିବାହିତ ମା' ନିଜ 'ଲୁହା' ଶରୀରକୁ ପ୍ରଦର୍ଶନ କରି ବହୁ ଅର୍ଥ ଉପାର୍ଜନ କରୁଛନ୍ତି । ଏହି ମହିଳାଙ୍କ ୧୬-ଇଞ୍ଚ୍ ବାଇସେପ୍ସ ଦେଖି ଅନେକ ଲୋକ ମଧ୍ୟ ତାଙ୍କୁ ଭୟ କରନ୍ତି ।

1/6

Bodybuilding: କେବଳ ପୁରୁଷଙ୍କ ମଧ୍ୟରେ ନୁହେଁ, ବର୍ତ୍ତମାନ ମହିଳାମାନଙ୍କ ମଧ୍ୟରେ ବଡି ବିଲଡିଂର କ୍ରେଜ୍ ଦ୍ରୁତ ଗତିରେ ବଢୁଛି । ଆମେରିକାର ଜଣେ ମା' କ୍ରିଷ୍ଟିନା ପାର୍କ ଫର୍ଣ୍ଣାଣ୍ଡିଜ୍ (Kristina Parks Fernandez) ଏଥିରେ ଏତେ ମାତ୍ରାରେ ବ୍ୟସ୍ତ ଅଛନ୍ତି ଯେ, ସେ ନିଜ ଶରୀରକୁ 'ଲୁହା' କରିଦେଇଛନ୍ତି । 

2/6

କହିବାକୁ ଗଲେ, ଯୁବକମାନେ ମଧ୍ୟ ତାଙ୍କ ଶରୀର ଓ  ସିକ୍ସ ପ୍ୟାକ୍ ଅବସ୍ ଦେଖି ଲଜ୍ଜିତ ହେବେ । ଆଜି ସେ ନିଜର ଏହି କାରନାମା ଯୋଗୁଁ ପ୍ରତି ମାସରେ ୨୦ ହଜାର ଡଲାର (୧୬ ଲକ୍ଷରୁ ଅଧିକ) ରୋଜଗାର କରୁଛନ୍ତି । ଆସନ୍ତୁ ଜାଣିବା ତାଙ୍କ ବିଷୟରେ...

3/6

ନିପୋଷ୍ଟର ରିପୋର୍ଟ ଅନୁଯାୟୀ, କାଲିଫର୍ନିଆର ଖ୍ରୀଷ୍ଟିନାଙ୍କୁ ତାଙ୍କ ସ୍ୱାମୀ ଛାଡି ଦେଇଥିଲେ । ଏହା ପରେ ନିଜ ତିନି ପିଲାଙ୍କୁ ପାଳିବା ଦାୟିତ୍ୱ ତାଙ୍କ ଉପରେ ପଡିଲା । କିନ୍ତୁ ଖ୍ରୀଷ୍ଟିନା ହାର ମାନିନଥିଲେ । 

 

4/6

ନିପୋଷ୍ଟର ରିପୋର୍ଟ ଅନୁଯାୟୀ, କାଲିଫର୍ନିଆର ଖ୍ରୀଷ୍ଟିନାଙ୍କୁ ତାଙ୍କ ସ୍ୱାମୀ ଛାଡି ଦେଇଥିଲେ । ଏହା ପରେ ନିଜ ତିନି ପିଲାଙ୍କୁ ପାଳିବା ଦାୟିତ୍ୱ ତାଙ୍କ ଉପରେ ପଡିଲା । କିନ୍ତୁ ଖ୍ରୀଷ୍ଟିନା ହାର ମାନିନଥିଲେ । 

5/6

ସେ ନିଜର ଜିମ୍ ଆବେଗକୁ ଏକ ବ୍ୟବସାୟରେ ପରିଣତ କରିଥିଲେ ଓ ଆଜି OnlyFans ତାଙ୍କ ଶରୀର ପ୍ରଦର୍ଶନ କରି ମୋଟା ଅଙ୍କର ଟଙ୍କା ରୋଜଗାର କରୁଛି । ସେ ମଧ୍ୟ ପ୍ରତି ମାସରେ ୧୪ ରୁ ୨୦ ହଜାର ଡ଼ଲାର ରୋଜଗାର କରନ୍ତି ।

6/6

ସେ କହିଛନ୍ତି ଯେ କେବଳ ତାଙ୍କର କେବଳ ହଜାରେ ସବସ୍କ୍ରାଇବର ଅଛନ୍ତି । ଏଠାରେ ସେ ନିଜର ସୁନ୍ଦର ଶରୀର ଓ ସିକ୍ସ ପ୍ୟାକ୍ ଅବସ୍ ଲୋକଙ୍କୁ ଦେଖାଇ ଟଙ୍କା ରୋଜଗାର କରୁଛନ୍ତି । ଇନଷ୍ଟାଗ୍ରାମରେ ତାଙ୍କର ପ୍ରାୟ ୮୦ ହଜାର ଫଲୋର୍ସ ଅଛନ୍ତି ।