Gold Rate Today: ନୂଆ ସୁନା ଦର ଜାରି, ଜାଣନ୍ତୁ ଭୁବନେଶ୍ବରରେ ଆଜି ଭରି ପିଛା କେତେ ରହିଛି ରେଟ୍?

Written ByNarmada Behera
Published: Oct 11, 2024, 12:07 PM IST|Updated: Oct 11, 2024, 12:07 PM IST
 
Gold Rate Today: ସୁନାପ୍ରେମୀଙ୍କ ପାଇଁ ବଡ଼ ଖବର। ଦଶହରା ପୂର୍ବରୁ ବଢିଲା ସୁନାରେଟ୍। ଗତ ୨ ଦିନ ହେବ ଦର ଖସୁଥିବା ବେଳେ ଆଜି ପୁଣି ଥରେ ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଯଦି ଆପଣ ଆଜି ସୁନା-ଅଳଙ୍କାର କିଣିବାକୁ ପ୍ଲାନ୍ କରୁଛନ୍ତି। ତେବେ,ଜାଣି ରଖନ୍ତୁ ଆଜି କେଉଁ ସହରରେ କେତେ ରହିଛି ସୁନା ରେଟ୍?