Gold Rate Today: ପୁଣି ବଢିଲା ସୁନା ରେଟ୍, ଜାଣନ୍ତୁ ଭୁବନେଶ୍ବରରେ ଭରି ପିଛା କେତେ ରହିଛି ରେଟ୍?

Written ByNarmada Behera
Published: Oct 12, 2024, 11:07 AM IST|Updated: Oct 12, 2024, 11:07 AM IST
Gold Rate Today: ସୁନା ପ୍ରେମୀଙ୍କୁ ବଡ଼ ଝଟକା। ପୁଣି ବଢିଲା ସୁନା ରେଟ୍। ଗତକାଲି ଦର ବୃଦ୍ଧି ପାଇଥିବା ବେଳେ ଆଜି ଦର ଆକାଶ ଛୁଆଁ ହୋଇଛି। ଦଶହରା ପୂର୍ବରୁ ଦର ବୃଦ୍ଧି ଗ୍ରାହକଙ୍କୁ ପୁଣି ଥରେ ଟେନସନରେ ପକାଇଛି। ଯଦି ଆପଣ ଆଜି ସୁନା -ଅଳଙ୍କାର କିଣିବା ପାଇଁ ଯୋଜନା କରୁଛନ୍ତି। ତେବେ, ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ରେଟ୍...