Advertisement
Photo Details/zeeodisha/odisha2474600
photoDetails0hindi

Gold Rate Today: କୁମାର ପୂର୍ଣ୍ଣିମାରେ ଗ୍ରାହକଙ୍କୁ ଝଟକା, ଭରି ପିଛା ଏତେ ଶହ ଟଙ୍କା ବଢିଲା ସୁନା ରେଟ୍

Gold Rate Today: ସୁନା ପ୍ରେମୀଙ୍କ ପାଇଁ ବଡ଼ ଖବର। କୁମାର ପୂର୍ଣ୍ଣିମାରେ ବଢିଲା ସୁନା ରେଟ୍ । ଯାହା ଗ୍ରାହକଙ୍କୁ ଝଟକା ଦେଇଛି । ମଙ୍ଗଳବାର ଦିନ ଦର ଖସିଥିବା ବେଳେ ଆଜି ଦରରେ ପରିବର୍ତ୍ତନ ହୋଇଛି। ତେବେ, ଆସନ୍ତ ଜାଣିବା କେଉଁ ସହରରେ କେତେ ରହିଛି ସୁନା ରେଟ୍...

1/5
ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୧,୪୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୭,୮୯୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ଭରି ପିଛା ୪୫୦ ଓ ୪୯୦ ଟଙ୍କା ବୃଦ୍ଧି ପାଇଛି। 

ALSO READ:  Surya Budh Yuti 2024: ସୂର୍ଯ୍ୟ-ବୁଧଙ୍କ କୃପାରୁ କୋଟିପତି ହେବେ ଏହି ୫ ରାଶି, ଆସନ୍ତାକାଲିଠୁ ଆରମ୍ଭ ହେବ ଶୁଭ ସମୟ!

ALSO READ: Surya Gochar 2024: ସୂର୍ଯ୍ୟଙ୍କ ଚଳନ ଚମକାଇବ ଏହିସବୁ ରାଶିଙ୍କ ଭାଗ୍ୟ, ବ୍ୟବସାୟୀ ହେବେ ଲାଭବାନ!

2/5
ଦେଶର ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୧,୫୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୮, ୦୪୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୪୫୦ ଓ ୪୯୦ ଟଙ୍କା ବୃଦ୍ଧି ପାଇଛି। 

3/5
ମାୟାନଗରୀ ମୁମ୍ବାଇରେ ମଧ୍ୟ ସୁନାରେଟ୍ ରେ ପରିବର୍ତ୍ତନ ହୋଇଛି। ଏଠାରେ ୨୨ କ୍ୟାରେଟ୍ ର ଦର ୭୧,୪୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୭,୮୯୦ ଟଙ୍କା ରହିଛି । ୨୨ ଓ ୨୪ କ୍ୟାରେଟ୍ ରେ ୪୫୦ ଓ ୪୯୦ ଟଙ୍କା ବଢିଛି।

4/5
ଚେନ୍ନାଇରେ ୨୨ କ୍ୟାରେଟ୍ ର ୧୦ ଗ୍ରାମ୍ ରେଟ୍ ୭୧,୪୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୭, ୮୯୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୪୫୦ ଓ ୪୯୦ ଟଙ୍କା ବୃଦ୍ଧି ପାଇଛି। 

5/5
  ସେହିପରି, ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୧,୪୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୭,୮୯୦ ଟଙ୍କା ରହିଛି। ଏବଂ ୧୮ କ୍ୟାରେଟ୍ ର ଦାମ୍ ୫୮, ୪୨୦ ଟଙ୍କା ରହିଛି। ୧୮ କ୍ୟାରେଟ୍ ରେ ୩୭୦ , ୨୨ କ୍ୟାରେଟ୍ ରେ ୪୫୦ ଓ ୨୪ କ୍ୟାରେଟ୍ ରେ ୪୯୦ ଟଙ୍କା ବୃଦ୍ଧି ପାଇଛି।