Advertisement
Photo Details/zeeodisha/odisha2391655
photoDetails0hindi

Gold Rate Today: ପାର୍ବଣ ପୂର୍ବରୁ ଖସିଲା ସୁନା ରେଟ୍, ଭୁବନେଶ୍ବରରେ ଭରି ପିଛା ଏତିକି ରହିଛି ଦର


Gold Rate Today: ଗ୍ରାହକଙ୍କ ପାଇଁ ଖୁସି ଖବର। ଖସିଲା ସୁନା ରେଟ୍ । ଆଗକୁ ଆସୁଛି ପାର୍ବଣ, ଆଉ ତା ପୂର୍ବରୁ ଶସ୍ତା ହୋଇଛି ସୁନା। ଗତ କିଛି ଦିନ ହେବ ସୁନା ଦରରେ ଅହେତୁକ ବୃଦ୍ଧି ଦେଖିବାକୁ ମିଳିଥିଲା। କିନ୍ତୁ ଆଜି ସୁନାଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ତେବେ, ଆସନ୍ତୁ ଜାଣିବା ଭାରତର ପ୍ରମୁଖ ସହର ଗୁଡିକରେ କେତେ ରହିଛି ଆଜିର ସୁନାଦର...

1/5

ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୬,୬୦୦ ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୨,୬୫୦ ଟଙ୍କା ରହିଛି। ୨୨ କ୍ୟାରେଟ୍ ରେ ୧୦୦ ଟଙ୍କା ଓ ୨୪ କ୍ୟାରେଟ୍ ରେ ୧୨୦ ଟଙ୍କା ହ୍ରାସ ପାଇଛି। 

ALSO READ: Budh Gochar 2024: ବୁଧଙ୍କ କୃପାରୁ ସେପ୍ଟେମ୍ବର ୪ରୁ ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ମିଳିବ ନୂଆ ଚାକିରି ସାଙ୍ଗକୁ...

ALSO READ: Financial Horoscope Today: ଆଜି ବ୍ୟବସାୟରେ ଏହିସବୁ ରାଶି ପାଇବେ ଶୁଭଫଳ ସହ ଆର୍ଥିକ ଲାଭ!

2/5

ସେହିପରି ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୬,୭୫୦ ଟଙ୍କା ରହିଥିବାବେଳେ ୨୪ କ୍ୟାରେଟ୍ ର ରେଟ୍ ୭୨,୮୦୦ ଟଙ୍କା ରହିଛି । ୨୨ କ୍ୟାରେଟ୍ ରେ ୧୦୦ ଓ ୨୪ କ୍ୟାରେଟ୍ ରେ ୧୨୦ ଟଙ୍କା  କମିଛି। 

 

3/5

ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ଦର ୬୬,୬୦୦ ରହିଥିବା ବେଳେ ୨୪ କ୍ୟାରେଟ୍ ସୁନାର ଦାମ୍ ୭୨,୬୫୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୧୦୦ ଓ ୧୨୦ ଟଙ୍କା ହ୍ରାସ ପାଇଛି। 

 

4/5

ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୬,୬୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୨,୬୫୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ  ୧୦୦ ଓ ୧୨୦ ଟଙ୍କା ଦର ଖସିଛି।

 

5/5

ଅନ୍ୟପଟେ, ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୬୬,୬୦୦ ରହିଥିବା ବେଳେ ୨୪ କ୍ୟାରେଟ୍ ରେ ଦାମ୍ ୭୨,୬୫୦ ଟଙ୍କା ରହିଛି। ୨୨ କ୍ୟାରେଟ୍ ରେ ୧୦୦ ଓ ୨୪ କ୍ୟାରେଟ୍ ରେ ୧୨୦ ଟଙ୍କା ଦର ଖସିଛି। ଏବଂ ୧୮ କ୍ୟାରେଟ୍ ର ୧୦ ଗ୍ରାମ୍ ମୂଲ୍ୟ ୫୪,୪୯୦ ଟଙ୍କା ରହିଛି। ସେପେଟ୍, ରୂପା କେଜି ପିଛା ୧୦୦୦ ଟଙ୍କା ଦର ବୃଦ୍ଧି ପାଇ କେଜି ୯୨,୦୦୦ ରେ ପହଞ୍ଚିଛି।