Gold Rate Today: ସୁନା ଦର ବୃଦ୍ଧି, ଜାଣନ୍ତୁ ଭରି ପିଛା କେତେ ଟଙ୍କା ବଢିଲା ରେଟ୍ ?

Gold Rate Today: ସପ୍ତାହ ଶେଷରେ ଲାଗିଲା ଗ୍ରାହକଙ୍କୁ ବଡ଼ ଝଟକା। ଲଗାତର ୪ ଦିନ ହେବ ସୁନା ଦର ଖସିଥିବା ବେଳେ ଆଜି ଦର ବୃଦ୍ଧି ପାଇଛି। ଯାହାକି ଗ୍ରାହକଙ୍କ ଟେନସନ୍ ବଢାଇ ଦେଇଛି। ଯଦି ଆପଣ ଆଜି ସୁନା- କିଣିବା ପାଇଁ ପ୍ଲାନ୍ ରଖିଛନ୍ତି । ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା ଆଜି ଦେଶର ପ୍ରମୁଖ ସହର ଗୁଡିକରେ କେତେ ରହିଛି ସୁନା ରେଟ୍...

Narmada Behera Sep 20, 2024, 12:21 PM IST
1/5

ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୮,୮୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୫,୧୧୦ ଟଙ୍କା ରହିଛି । ୨୨ ଓ ୨୪ କ୍ୟାରେଟ୍ ରେ ୬୦୦ ଓ ୬୬୦ ଟଙ୍କା ବୃଦ୍ଧି ପାଇଛି। 

ALSO READ: Weekly Career Horoscope: ଏହିସବୁ ରାଶିଙ୍କ ପାଇଁ ମଙ୍ଗଳମୟ ରହିବ ଆଗାମୀ ସପ୍ତାହ, ଚାକିରିରେ ମିଳିବ ପଦୋନ୍ନତି ସହ ବଢିବ ଆୟ!

ALSO READ:  Guru Shani Yuti 2024: ବୃହସ୍ପତି-ଶନି ବଦଳାଇବେ ଏହିସବୁ ରାଶିଙ୍କ ଭାଗ୍ୟ, ଅକ୍ଟୋବରରୁ ଆରମ୍ଭ ହେବ ଶୁଭ ସମୟ!

 

 

2/5

ସେହିପରି ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ  ୬୯,୦୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୭୫,୨୬୦ ଟଙ୍କା ରହିଛି। ଏଠାରେ ମଧ୍ୟ ୨୨ ଓ ୨୪ କ୍ୟାରେଟ୍ ରେ ୬୦୦ ଓ ୬୬୦ ଟଙ୍କା ଭରି ପିଛା ବୃଦ୍ଧି ପାଇଛି। 

 

3/5

ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୬୮,୮୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୫,୧୧୦ ଟଙ୍କା ରହିଛି। ଏଠାରେ ମଧ୍ୟ ୨୨ ଓ ୨୪ କ୍ୟାରେଟ୍ ପିଛା ୬୦୦ ଓ ୬୬୦ ଟଙ୍କା ବଢିଛି।

 

4/5

ସେହିପରି,  ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୮,୮୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୫,୧୧୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୬୦୦ ଓ  ୬୬୦ ଟଙ୍କା ବୃଦ୍ଧି ପାଇଛି। 

 

5/5

ଅନ୍ୟପଟେ, ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୮,୮୮୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୫,୧୧୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୬୦୦ ଓ ୬୬୦ ଟଙ୍କା ଭରି ପିଛା ବୃଦ୍ଧି ପାଇଛି। 

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link