Gold Rate Today: ଅସ୍ଥିରତା ମଧ୍ୟରେ ପୁଣି ବଢିଲା ସୁନା, ଜାଣନ୍ତୁ କେତେ ରହିଛି ଆପଣଙ୍କ ସହରରେ ଭରି ପିଛା ମୂଲ୍ୟ?

Written ByNarmada Behera
Published: Nov 08, 2024, 12:52 PM IST|Updated: Nov 08, 2024, 12:52 PM IST

Gold Rate Today: ସୁନାପ୍ରେମୀଙ୍କ ପାଇଁ ବଡ଼ ଖବର। ଗତକାଲି ସୁନାଦରରେ ବୃହତ ହ୍ରାସ ହୋଇଥିବା ବେଳେ ଆଜି ଦରରେ ପରିବର୍ତ୍ତନ ଦେଖାଦେଇଛି। ପୁଣି ଥରେ ବୃଦ୍ଧି ପାଇଛି ସୁନା ରେଟ୍। ଯଦି ଆପଣ ଆଜି ସୁନା-ଅଳଙ୍କାର କିଣିବା ପାଇଁ ଯୋଜନା କରୁଛନ୍ତି। ତେବେ, ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ରେଟ୍?