ପୁରୀ-କୋଣାର୍କ ରେଳ ଲାଇନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦନ: ଅଶ୍ୱିନୀ ବୈଷ୍ଣବ

୩୨ କିମି ଦୈର୍ଘ୍ୟ ରେଳ ଲାଇନ ପାଇଁ ୪୯୨ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ଆଧ୍ୟାତ୍ମିକ, ଐତିହ୍ୟ ଏବଂ ଉପକୂଳ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ । ଉଭୟ, ପାଣ୍ଠି ଆବଣ୍ଟିତ ଏବଂ ପ୍ରକଳ୍ପ ଅନୁମୋଦିତ ହୋଇ ସାରିଛି ଏବଂ କାର୍ଯ୍ୟ ଆରମ୍ଭ କରିବାକୁ ଜମି ଅଧିଗ୍ରହଣରେ ସହଯୋଗ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଉଛି ।

ପୁରୀ-କୋଣାର୍କ ରେଳ ଲାଇନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦନ: ଅଶ୍ୱିନୀ ବୈଷ୍ଣବ

About the Author