ଦିଲ୍ଲୀ ହାଇକୋର୍ଟରେ ବୋମା ମାଡ ଧମକ, ସୁରକ୍ଷା ବ୍ୟବସ୍ଥା କଡାକଡି

Delhi High Court: ବୁଧବାର ଦିନ ଦିଲ୍ଲୀ ହାଇକୋର୍ଟ ରେଜିଷ୍ଟ୍ରାର୍‌ ଜେନରାଲଙ୍କୁ ଇମେଲ୍ ଯୋଗେ ଏକ ଧମକ ମିଳିଛି । ହାଇକୋର୍ଟରେ ବୋମା ମାଡ ସହିତ ରେଜିଷ୍ଟାରଙ୍କୁ ଜୀବନରୁ ମାରିଦେବାକୁ ଧମକରେ ଉଲ୍ଲେଖ ରହିଛି ।

ଦିଲ୍ଲୀ ହାଇକୋର୍ଟରେ ବୋମା ମାଡ ଧମକ, ସୁରକ୍ଷା ବ୍ୟବସ୍ଥା କଡାକଡି

About the Author